Bikash Khabar
୫ କୋଟି ସଂଖ୍ୟାଲଘୁ ବିଦ୍ୟାର୍ଥୀଙ୍କୁ ବୃତ୍ତି ଓ ପ୍ରଶିକ୍ଷଣ ଦେବେ କେନ୍ଦ୍ର ସରକାର

ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଶିକ୍ଷା କ୍ଷେତ୍ରରେ ମୁଖ୍ୟସ୍ରୋତକୁ ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର କୋଟି ଛାତ୍ର ଛାତ୍ରୀଙ୍କୁ ବର୍ଷ ପର୍ଯ୍ୟନ୍ତ ବୃତି ପ୍ରଦାନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ଏହାଦ୍ୱାରା ମୁସଲ୍ମାନ,ଖ୍ରୀଷ୍ଟିୟାନ,ବୌଦ୍ଧ ,ଜୈନ, ପାର୍ସି ସମ୍ପ୍ରଦାୟର ମାଟ୍ରିକ ପୂର୍ବ ପର ଏବଂ ମେଧାବୀ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ସ୍କୁଲ ସ୍ତରରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହଯୋଗରେ ସ୍ୱତନ୍ତ୍ର ପାଠ୍ୟକ୍ରମ ବ୍ରିଜ କୋର୍ସ ଜରିଆରେ ଶିକ୍ଷାଦାନ ସହ ରୋଜଗାରକ୍ଷମ କରିବା ଯୋଜନା ହେଉଥିବା ଜଣାଯାଇଛି। ମଦ୍ରାସା ଶିକ୍ଷକ ମାନଙ୍କୁ ଗଣିତ,ବିଜ୍ଞାନ,ଇରାଜୀ,ହିନ୍ଦୀ,କମ୍ପ୍ୟୁଟର ଭଳି ପ୍ରମୁଖ ବିଷୟରେ ସ୍ୱତନ୍ତ୍ର ତାଲିମ ଦେଇ ଅନ୍ୟମାନଙ୍କ ସହିତ ସମକକ୍ଷ କରାଯିବ ପ୍ରଥମ ପର୍ଯ୍ୟାୟ ରେ ୬୦ ଟି ସଂଖ୍ୟାଲଘୁ ଅଧ୍ୟୁଷିତ ଜିଲ୍ଲାରେ ସଂଖ୍ୟାଲଘୁ ବାଳିକାଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିବା ପାଇଁ ପଢ଼ାଓ -ବଢ଼ାଓ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ସଂଖ୍ୟାଲଘୁ ଙ୍କ କଲ୍ୟାଣ ପାଇଁ ମୋଦି ସରକାରଙ୍କ ଏହା ଅନ୍ୟ ଏକ ପ୍ରମୁଖ ପରିକଳ୍ପନା ବୋଲି କୁହାଯାଇଛି

12/06/2019

Leave a Reply

Your email address will not be published. Required fields are marked *

Comments