Bikash Khabar
ବିଜୁଳି ଛାଟ: ୧୪ ଦିନରେ ୫୮ କୋଟି ଆଦାୟ

ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍ଆଦାୟ ସଂଯୋଗ ବିଚ୍ଛିନ୍ନ ଅଭିଯାନ ୧୪ ଦିନରେ ପହଞ୍ଚିଛି। ଏହି ୧୪ ଦିନରେ ସେସୁ ବକେୟା ବିଦ୍ୟୁତ୍ବିଲ୍ବାବଦକୁ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରୁ ୫୮ କୋଟି ୨୪ ଲକ୍ଷ ଟଙ୍କା ଆଦାୟ କରିଛି। ବିଦ୍ୟୁତ ବିଲ୍ଦେଉନଥିବାରୁ ୧୯ ହଜାର ୩୯୪ଟି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଏହି ମିସନ୍ରେ ଆଜି କୋଟି ୭୯ ଲକ୍ଷ ବକେୟା ରାଶି ଆଦାୟ ହୋଇଛି ୧ହଜାର ୨୪ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଖୁବ୍ଶୀଘ୍ର ବାଣିଜ୍ୟିକ ପ୍ରତିଷ୍ଠାନର ବକେୟା ରାଶି ଆଦାୟ ଶେଷ ହେବ। ଏହା ପରେ ଘରୋଇ ସଂଯୋଗ ଉପରେ ସେସୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନେଇ ତାଲିକା ପ୍ରସ୍ତୁତ ହୋଇଛି।

 

02/02/2020

Leave a Reply

Your email address will not be published. Required fields are marked *

Comments