Bikash Khabar
୧୦ ଟି ଭାଷାରେ କଥା ହେଉଛନ୍ତି ୮ ବର୍ଷର ବାଳକ

ବେବେ ବେଳେ ଆମ ସମାଜରେ ଏଭଳି କିଛି ଘଟଣା ଘଟେ ଯାହା ଆମକୁ ସହଜରେ ବିଶ୍ୱାସ କରିହୁଏ ନାହିଁ କିନ୍ତୁ ଏହାହିଁ ସତ୍ୟ ଚେନ୍ନାଇ ଜଣେ ବର୍ଷର ବାଳକ ନିଆଲ ଥୋଗୁଲୁଭା ପ୍ରାୟ ୧୦ ଟି ଭାଷାରେ କହି ପାରନ୍ତି ସେ ଅଧିକ ଭାଷା କହିପାରିବ ସହିତ ଅଧିକ ଭାଷା ମଧ୍ୟ ଲେଖି ପଢି ପାରନ୍ତି। ସେ ପ୍ରାୟ ୧୦୬ ଟି   ଭାଷାରେ ଲେଖି ପାରୁଛନ୍ତି ନିଆଲଙ୍କ ଏହି ଗୁଣ ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି ଇଣ୍ଟରନେଟ୍ ୟୁଟ୍ୟୁବ ସହାୟତାରେ ସେ ଏତେ ସବୁ ଭାଷା ଶିଖିଥିବା କୁହନ୍ତି। ଏହାସହ ଇଣ୍ଟରନ୍ୟାଶନାଲ ଫୋନେଟିକ୍ଆଲଫାବେଟ୍‌(ଆଇପିଏ) ଏଦିଗରେ ତାଙ୍କୁ ବେଶ୍ସହାୟ ହୋଇଛି। କାରଣ ଏହା  ପ୍ରାୟ ସମସ୍ତ କଥିତ ଭାଷାକୁ ଟ୍ରାନ୍ସକ୍ରାଇବ୍କରିବା ସହ ଏହାର ଉଚ୍ଚାରଣ କହିଦେଇଥାଏ। ଏବେ ସେ ଆହୁରି ଅଧିକ ଟି ଭାଷା ଶିଖୁଥିବା ଜଣାଯାଇଛି

 

21/05/2019

Leave a Reply

Your email address will not be published. Required fields are marked *

Comments