Bikash Khabar
ଖୋଲିଲା ଭୁବନେଶ୍ୱର ଆର୍‌ଟିଓ: କୋଭିଡ୍ ନିୟମ ସହ ଆରମ୍ଭ ହେବ ଡ୍ରାଇଭିଂ ଟେଷ୍ଟ

ଭୁବନେଶ୍ବରରେ ଖୋଲିଲା ଆରଟିଓ କୋଭିଡ କଟକଣାରେ ଆରଟିଓ- ଆରଟିଓ-୨ରେ କାମ ଆରମ୍ଭ ହୋଇଛି ପ୍ରତିଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଆରଟିଓ-୧ରେ ୧୨୦ ଜଣଙ୍କର ଡ୍ରାଇଭିଂ ଟେଷ୍ଟିଂ ହେବ ସେହିପରି ଆରଟିଓ-୨ରେ ଦିନ ଗୋଟାଏରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୭୨ ଜଣଙ୍କର ଡ୍ରାଇଭିଂ ଟେଷ୍ଟିଂ କରାଯିବ ଏହା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଉପରେ ଗୁରୁତ୍ବ ଦିଆଯାଇଛି କରୋନା ଯୋଗୁ ମାସ ଧରି ବନ୍ଦ ଥିଲା ଆରଟିଓ .

19/09/2020

Leave a Reply

Your email address will not be published. Required fields are marked *

Comments