Bikash Khabar
ଏୟାର ଷ୍ଟ୍ରାଇକ ପରେ ଆଜି ଜାମ୍ମୁ ରେ ସ୍କୁଲବନ୍ଦ

ନିୟନ୍ତ୍ରଣ ରେଖାରୁ  କିଲୋମିଟର ଦୂରବର୍ତ୍ତୀ  ସମସ୍ତ ସରକାରୀ ବେସରକାରୀ ସ୍କୁଲ କୁ ବନ୍ଦ ଘୋଷଣା କରିଛନ୍ତି ସରକାର ସତର୍କତା ଅବଲମ୍ବନ ସ୍ୱରୂପ   ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ପ୍ରଶାସନ  ନିର୍ଦେଶ ଦେଇଛି     ନିୟନ୍ତ୍ରଣ ରେଖା ଠାରୁ କିଛି ଦୂରରେ ଅବସ୍ଥିତ ରଜୌରୀ ଜିଲ୍ଲାରେ  ଆଜି ସ୍କୁଲ ଯିବେନି ପିଲା ପରିସ୍ଥିତି ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ସେହିପରି ଜିଲ୍ଲାର ଆଜି ସମସ୍ତ ପରୀକ୍ଷା ଗୁଡିକୁ ବାତିଲ କରି ଦିଆଯାଇଛି

ସ୍ଥିତି ଶାନ୍ତ ପଡିଲେ ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି    ଘାଟିରେ ଶାନ୍ତି ବଜାୟ ରଖିବା ପାଇଁ କଶ୍ମୀରବାସୀଙ୍କୁ ନିବେଦନ କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କଶ୍ମୀର ଘାଟି ଜମ୍ମୁରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ରାଜ୍ୟପାଳ ପାକିସ୍ତାନ ମାଟିରେ ପ୍ରବେଶ କରି ଗତକାଲି ଏୟାର ଷ୍ଟ୍ରାଇକ କରିଛି ଭାରତ ଗତ କାଲିର ଏୟାର ଏୟାର ଷ୍ଟ୍ରାଇକ ରେ   ଆତଙ୍କୀ ବାଦୀ  ଙ୍କ  ତିନୋଟି ଶିବିର  ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କୀ ନିପାତ ହୋଇଛନ୍ତି ଏଥିରେ ବ୍ୟତିବ୍ୟସ୍ତ ହୋଇ ଆତଙ୍କୀ ମାନେ ଭାରତ ସୀମାରେ ଗୁଳିଗୋଳା ଵର୍ଷଣ କରିଚାଲିଛନ୍ତି ସୀମାରେ ସୃଷ୍ଟିହୋଇଥିବା ଉତ୍ତେଜନା କୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି

27/02/2019

Leave a Reply

Your email address will not be published. Required fields are marked *

Comments