Bikash Khabar
ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ

 ଗଂଜାମ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ମୁକାବିଲା ପାଇଁ କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ   ସ୍ୱାସ୍ଥ୍ୟ ପରୀକ୍ଷାକୁ ବି ଗୁରୁତ୍ୱ ଦିଆଯାଉଛି ଆଜିଠୁ ଅର୍ଥାତ ଜୁଲାଇ ତାରିଖ ମଙ୍ଗଳବାର ଠାରୁ  ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେଉଛି  ଡୋର୍ ଟୁ ଡୋର୍ ସ୍କ୍ରିନିଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଯେଉଁ ସବୁ ଅଞ୍ଚଳରେ ସ୍କ୍ରିନିଂ ଅଭିଯାନ ଚାଲିବ ସେସବୁ ଅଞ୍ଚଳକୁ ତିନିରୁ ଚାରି ଘଣ୍ଟା ସଟଡାଉନ୍ କରାଯିବ ଅକ୍ସି ମିଟର ସହ ଡୋର୍ ଟୁ ଡୋର୍ ସର୍ଭେ କରିବ ଟିମ୍ ଲକ୍ଷଣ ଥିଲେ ଲୁଚାଇ ସହଯୋଗ କରିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ରାଜ୍ୟରେ କରୋନା ପ୍ରଭାବିତ ଜିଲ୍ଲାର ଶୀର୍ଷ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା ସଂକ୍ରମିତ, ଆକ୍ଟିଭ୍ ମୃତ୍ୟୁ ସଂଖ୍ୟାରେ ଆଗରେ ରହିଥିବା ଗଂଜାମ ଲୋକ ଏବଂ ପ୍ରସାଶନ ନିଦ ହଜାଇଛି  ଜିଲାରେ ସଂକ୍ରମଣ କୁ ରୋକିବା ଦିଗରେ ଆବଶ୍ୟକୀୟ ପରିଚାଳନା ପାଇଁ ରାଜ୍ୟ ସରକାର ଦୁଇ ଅତିରିକ୍ତ ଆଇ ଏସ ଅଧିକାରୀଙ୍କୁ ଜିଲାରେ ନିୟୋଜନ କରିଛନ୍ତି

07/07/2020

Leave a Reply

Your email address will not be published. Required fields are marked *

Comments