Bikash Khabar
ଏହି ୫ ଜିଲ୍ଲାରେ ବଢୁଛନ୍ତି ସଂକ୍ରମିତ

ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି ଏବେ ଦୈନିକ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଖୋର୍ଦ୍ଧା କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ମୟୂରଭଞ୍ଜ ଜିଲ୍ଲା ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା ଏହି ପାଞ୍ଚ ଜିଲ୍ଲା ରାଜ୍ୟରୁ ଦୈନିକ ଅଧିକ ସଂକ୍ରମିତ ହେଉଥିବା ବେଳେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୩୬୮ ଜଣ ସଂକ୍ରମିତ ହୋଇଛନ୍ତି ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୪୧କୁ ବୃଦ୍ଧି ପାଇଛି ୪୦ ହଜାର ୭୩୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ହଜାର ୧୦୯ କଟକରୁ ଦିନକରେ ବାହାରିଛନ୍ତି ୧୮୬ ସଂକ୍ରମିତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୮୦୧ ସେଥିରେ ସୁସ୍ଥ ହେଲେଣି ୨୧ ହଜାର ୮୪୦ ଚିକିତ୍ସାଧୀନ ଅଛନ୍ତି ୧୮ଶହ ୬୩ ଆକ୍ରାନ୍ତ ଅନୁଗୋଳରେ କ୍ରମାଗତ ପଜିଟିଭ୍ ସଂଖ୍ୟା ବଢୁଛି ଗତ ୨୪ ଘଣ୍ଟାରେ ଆଉ ୧୭୦ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ୪ଶହକୁ ବଢ଼ିଛି ଆକ୍ଟିଭ୍ କେସ ରହିଛି ୧୪ ଶହ ୯୫ ସୁସ୍ଥ ହେଲେଣି ହଜାର ୮୯୭ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ଦଶ ହଜାର ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଘଣ୍ଟାରେ ଆଉ ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମୋଟ୍ ହଜାର ୯୦୩ ଆକ୍ରାନ୍ତଙ୍କ ମଧ୍ୟରୁ ହଜାର ୭୨୨ ଆରୋଗ୍ୟ ଲାଭ କରିଛନ୍ତି ୧୧ ଶହ ୪୧ଟି ରହିଛି ସକ୍ରିୟ କେସ୍ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ହଜାର ୩୬୯ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୧୬୧ ନୂଆ ଆକ୍ରାନ୍ତ ସୁସ୍ତ ହେଲେଣି ହଜାର ୯୩୯ ଜଣ ଜିଲ୍ଲାରେ ଆକ୍ଟିଭ କେସ୍ ରହିଛି ୧୩ ଶହ ୭୩

15/10/2020

Leave a Reply

Your email address will not be published. Required fields are marked *

Comments