Bikash Khabar
୧୦ ଜିଲ୍ଲାକୁ ଗଡ଼ିଲା ଭ୍ରାମ୍ୟମାଣ ଦୃଷ୍ଟି ଯତ୍ନ ଗାଡ଼ି

ଶନିବାର ସଚ୍ଚିବାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇବା ପରେ ସ୍ୱତନ୍ତ୍ର ଭାବେ ସଜ୍ଜିତ ଭ୍ରାମ୍ୟମାଣ ଦୃଷ୍ଟି ଯନ ô ଗାଡ଼ି ଆଗକୁ ବଢିଛି । ଏହି ଗାଡ଼ି ୧୦ଟି ଜିଲ୍ଲାରେ ବୁଲି ବୁଲି ସେବା ଯୋଗାଇ ଦେବ ।

ସୁନେତ୍ର ଯୋଜନାର ଅଂଶ ସ୍ୱରୂପ ଏହି ଯାନଗୁଡ଼ିକ ସମେତ ୧୮ଟି ଜିଲ୍ଲାରେ ୫୩ଟି ସ୍ଥାୟୀ ଦୃଷ୍ଟି ଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଅନ୍ଧତ୍ୱ ଦୂରୀକରଣ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି । 
ଏହି କେନ୍ଦ୍ର ଗୁଡ଼ିକରେ ମାଗଣା ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଗୋଷ୍ଠୀ ସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପାଥି ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷାକୁ ବ୍ୟାପକ କରାଯିବ ।

03/03/2019

Leave a Reply

Your email address will not be published. Required fields are marked *

Comments