Bikash Khabar
ଜଣେ ଶିଳ୍ପୀ ବଦଳାଇଦେଲେ ବସ୍ତିର ଚିତ୍ର ଓ ଚରିତ୍ର

ମୁମ୍ବାଇ ପଛୁଆ ଅଞ୍ଚଳଏଠି ବାସ କରୁଥିବା ଲୋକେ ମୁଖ୍ୟତଃ ଉପେକ୍ଷିତ ଅବହେଳିତ ହୋଇ ରହିଥାନ୍ତିଯୋଜନାର ସୁଫଳ କ୍ଵଚିତ ପହଂଚିଥାଏସମସ୍ତ ସୁବିଧାରୁ ବଂଚିତ ଏହି ବସ୍ତି ବାସିନ୍ଦା ଙ୍କ କଥା ବର୍ଷ ବର୍ଷ ଧରି ସରକାର ଶୁଣୁ ଥିବା ବେଳେ ଜଣେ ଚିତ୍ର ଶିଳ୍ପୀ କିନ୍ତୁ ସେମାନଙ୍କର ଘର ଆଉ ମନ କୁ ରଙ୍ଗୀନକରିଦେଇଛନ୍ତିବସ୍ତିରେ ଲୋକଙ୍କ ମାନସିକତା ବଦଳାଇବା ପାଇଁ ଛୋଟିଆ ପ୍ରୟାସ କରି ସ୍ଥାନୀୟ ଲୋକଙ୍କ ହୃଦୟ ଜୟ କରିଛନ୍ତି ଆର୍ଟିଷ୍ଟ ରୋବଲ ନାଗି

ପଛୁଆ ଶ୍ରେଣୀର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ 'ମିଶାଲ ମୁମ୍ବାଇ' ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି ସେଏହି ଅଭିଯାନରେ ସେ ପୁନେରେ ଥିବା ଏକ ବସ୍ତିକୁ ସାମିଲ କରିଛନ୍ତିବସ୍ତିରେ ଥିବା 20ଟି ଘରର କାନ୍ଥରେ ସେ ଭରିଛନ୍ତି ରଙ୍ଗରଙ୍ଗହୀନ ବସ୍ତିକୁ କରିଛନ୍ତି ରଙ୍ଗୀନନାଗି ପ୍ରଥମେ ୨୦ ଟି ଘର ରଙ୍ଗ କରିବାର ପରିକଳ୍ପନା ନେଇ ବସ୍ତିରେ ପହଂଚିଥିଲେ ,ହେଲେ ସେଠାରେ ଲୋକଙ୍କ ଭଲ ପାଇବା ତାଙ୍କୁ ୨୦୦ ଘରେ ରଙ୍ଗ ଭରିବାର ଉତ୍ସାହ ଦେଇଥିଲାଘର ଗୁଡି଼କାରେ ରଙ୍ଗ ଲାଗିବ ପରେ ଏବେ ପରିମଳ ପରିଚ୍ଛନ୍ନତା ଫେରିଆସିଛି

09/03/2019

Leave a Reply

Your email address will not be published. Required fields are marked *

Comments