Bikash Khabar
ପୋଲିସ ସହିଦ ସ୍ମୃତି ଦିବସ ସ୍ମୃତିତର୍ପଣ

ଶହୀଦ ପୋଲିସଙ୍କ ଅସୀମ ତ୍ୟାଗକୁ ସମ୍ମାନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହା କରୋନା ମହାମାରୀ ସହ ଲଢ଼ି ଦେଶର ୪୪୨ ପୋଲିସ ସହିଦ ହୋଇଥିବା ସୂଚନା ଦେବା ସହ ସେମାନଙ୍କ ତ୍ୟାଗ ବଳିଦାନ ଭୁୟସୀ ପ୍ରସଂଶା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ କର୍ମଚାରୀଙ୍କ ଉଚ୍ଚକୋଟୀର ତ୍ୟାଗ ନିକଟରେ ବିନମ୍ର ଶ୍ରଧାଞ୍ଜଳି ଜ୍ଞାପନ କରିଥିଲେ ବିଶେଷ କରି ବର୍ତ୍ତମାନର ସଙ୍କଟ ସମୟରେ ପ୍ଲାଜମା ଦାନ ସହ ପୋଲିସ ବାହିନୀ ସର୍ବାଗ୍ରେ ରହି ଆଦର୍ଶ ସୃଷ୍ଟି କରିଥିବା ନବୀନ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ର ଗଠନରେ ପୋଲିସର ଭୂମିକା ଯୋଗଦାନକୁ ସୂଚିତ କରାଇବା ସହିତ ଦେଶ ପାଇଁ ସହିଦ ହୋଇଥିବା ପ୍ରତ୍ୟେକ ସହିଦ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିଲେ

21/10/2020

Leave a Reply

Your email address will not be published. Required fields are marked *

Comments