Bikash Khabar
ଆତ୍ମନିର୍ଭର ଭାରତ: ମାଛ ଚାଷ ପାଇଁ ଖର୍ଚ୍ଚ ହେବ ୨୦ ହଜାର କୋଟି

 କରୋନା ପରବର୍ତୀ ସ୍ଥିତିର ମୁକାବିଲା ନିମନ୍ତେ ଆତ୍ମନିର୍ଭର ଭାରତ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ଏହି କ୍ରମରେ ୨୦ ଲକ୍ଷ କୋଟି ଟଙ୍କାର ସମ୍ପଦ ବିନିଯୋଗ ହେବ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ମତ୍ସ୍ୟଚାଷର ବିକାଶ ନିମନ୍ତେ ୨୦ ହଜାର କୋଟି ଟଙ୍କା ମଧ୍ୟରୁ ହଜାର କୋଟି ଟଙ୍କା କେବଳ ଭିତ୍ତିଭୂମି ବିକାଶରେ ବ୍ୟୟ ହେବ ମତ୍ସ୍ୟଉତ୍ପାଦ ବୃଦ୍ଧି ମତ୍ସ୍ୟଚାଷୀଙ୍କ ଉନ୍ନତି ପାଇଁ ଏହି ଫଣ୍ଡ ହେବ ଏଥିଯୋଗୁ ୫୫ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ମତ୍ସ୍ୟଜୀବୀ ନୌକାର ବୀମା କରାଯିବ ୫ବର୍ଷରେ ୭୦ଲକ୍ଷ ଟନ ମତ୍ସ୍ୟ ଉତ୍ପାଦ ଲକ୍ଷ୍ୟ ରହିଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ  ଯୋଜନା​ରେ ଏହା ବ୍ୟୟ କରାଯିବ

16/05/2020

Leave a Reply

Your email address will not be published. Required fields are marked *

Comments