Bikash Khabar
ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ,ଭାଗ ନେବେନି ଛାତ୍ର ଛାତ୍ରୀ କିମ୍ବା ଦର୍ଶକ

ଚଳିତ ଥର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହେବ ରାଜ୍ୟ ସ୍ତରୀୟ ଅଗଷ୍ଟ ୧୫ ସମାରୋହ କରୋନା ମହାମାରୀ ସଂକ୍ରମଣ ଠାରୁ ଜନଗଣଙ୍କୁ ସୁରକ୍ଷା ଦେବା ପାଇଁ ଚଳିତ ଥର ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ନମ୍ବର ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ କରୋନା କଟକଣା ଯୋଗୁ ପୂର୍ବ ବର୍ଷମାନଙ୍କ ପରି ପରେଡ  ଅନୁଷ୍ଠିତ ହେବ ନାହିଁ ପରେଡ୍ରେ ସାମିଲ ହେବେନି କୌଣସି ଛାତ୍ରଛାତ୍ରୀ କି ଦର୍ଶକ ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଙ୍ଗୀତ ପରିବେଷଣ କରିବେ ବ୍ୟାଣ୍ଡ ପାର୍ଟି ସହ ୩ଟି ପୋଲିସ ବାହିନୀର ଟ୍ରୁପ୍ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ ଦିବସ ପାଳନର ଲାଇଭ ଚିତ୍ର କମନଫିଡ ମାଧ୍ୟମରେ ସମସ୍ତ ଗଣମାଧ୍ୟମକୁ ସଂଯୋଜିତ କରାଯିବ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦିବସ ପାଳନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ପ୍ରସ୍ତୁତି ପାଳନ ସମୟରେ ସାମାଜିକ ଦୂରତା ସ୍ୱଚ୍ଛାତା ପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି

30/07/2020

Leave a Reply

Your email address will not be published. Required fields are marked *

Comments