Bikash Khabar
ବଡ଼ ଦେଉଳରେ ସମ୍ପନ୍ନ ହେଲା ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ

ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି  ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଟପଟୁଆରରେ ଶ୍ରୀମନ୍ଦିରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ମଇଲମ ନୀତିହୋଇଥିଲା    ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ତିନିଘଂଟା ବିଳମ୍ବରେ ହୋଇଥିଲା ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ ଶ୍ରୀଜିଉ  ବୀର ନାଗା ବେଶରେ ସଜେଇ ଝଲସିଥିଲେ ଜଗାବଳିଆ ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହୋଇଥିଲେ  ମାଆ ସୁଭଦ୍ରା ତେବେ ମହାବାହୁଙ୍କ ନାଗା ବେଶ ପାଇଁ ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶ ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କଂପିଛି  ସିଂହଦ୍ୱାର ପାରମ୍ପରିକ ବାଦ୍ୟ ନୃତ୍ୟ ସହ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା  ତେବେ କରୋନା କଟକଣା ଦୃଷ୍ଟିରୁ ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ଥିଲା

27/11/2020

Leave a Reply

Your email address will not be published. Required fields are marked *

Comments