Bikash Khabar
ଉଦଘାଟିତ ହେଲା ଏସ୍‌ସିବିରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର

କଟକର ଏସ୍ସିବିରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର, ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି। କଟକର ଲୋକସଭା ସାଂସଦ ଭତ୍ତୃହରି ମହତାବ ଏହାକୁ ଉଦଘାଟନ କରିଥିବା ବେଳେ ଆରଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ  ଭବାନୀ ଶଙ୍କର ଚୟନି, ସିଏମ୍ସି କମିଶନର ଅନନ୍ୟା ଦାସ, ଚୋୖଦ୍ଵାର- କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତେଶ୍ୱର ହୋତାଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, କୋଭିଡ ଟେଷ୍ଟିଂର ନୋଡ଼ାଲ ଅଫିସର ନିରୂପମା ଚୟନିଙ୍କ ସମେତ ଏସ୍ସିବିମେଡ଼ିକାଲର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

06/11/2020

Leave a Reply

Your email address will not be published. Required fields are marked *

Comments