Bikash Khabar
ମହିଳା ଦିବସରେ ମହିଳାଙ୍କୁ ‘ମୋ ବସ୍‌’ରେ ମାଗଣା ସେବା

ମାର୍ଚ୍ଚ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ମୋ ବସ୍ରେ ମହିଳାଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ। ଏହି ଦିନ ମହିଳାମାନେ ମୋ ବସ୍ରେ ଯାତ୍ରା କଲେ ସେମାନଙ୍କୁ କୌଣସି ଦେୟ (ଭଡ଼ା) ଦେବାକୁ ପଡ଼ିବ ନାହିଁ। ମାଗଣାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ବୋଲି ଆଜି କ୍ୟାପିଟାଲ ରିଜନ୍ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଘୋଷଣା କରାଯାଇଛି। କ୍ରୁଟ୍ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତିଯେ ଆମେ ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛୁ। ଏବେ ମୋ ବସ୍ରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ରହିଛନ୍ତି।ସୂଚନା ଯୋଗ୍ୟ ଯେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ମହିଳା ମାନଙ୍କ ପାଇଁ ମାଗଣା ବତ୍ସଯାତ୍ରା ବ୍ୟବସ୍ଥା କରିଛନ୍ତି

07/03/2020

Leave a Reply

Your email address will not be published. Required fields are marked *

Comments