Bikash Khabar
ଦିଲ୍ଲୀ ହାଇକୋର୍ଟ,ମୁଖ୍ୟ ବିଚାରପତି ଙ୍କ କୋର୍ଟ ରୁମ ହେଲା କାଗଜ ମୁକ୍ତ

ପରିବେଶକୁ ସୁରକ୍ଷା ଦେବାପାଇଁ ସାରା ବିଶ୍ୱରେ କମ କାଗଜ ବ୍ୟବହାରକୁ ନେଇ ଚର୍ଚା ହେଉଥିବା ବେଳେ ରାଜଧାନୀ ଦିଲ୍ଲୀ କିଭଳି ବା ଏଥିରୁ ବାଦ ପଡନ୍ତା ଦିଲ୍ଲୀ ଉଚ୍ଚନ୍ୟାୟାଳୟ କୁ କାଗଜମୁକ୍ତ କରିବାପାଇଁ ଅଭିଯାନ ଆରମ୍ଭ କରି ନୁଆଁ ମୁଖ୍ୟ ବିଚାରପତି ଅନେକାଂଶରେ ସଫଳ ହୋଇଛନ୍ତି କୋର୍ଟ ରୁମ ନମ୍ୱର-୧ଏବେ କୋର୍ଟ ରେ ପରିଣତ ହୋଇଛି ମୁଖ୍ୟ ବିଚାରପତି ଡି ଏନ ପଟେଲ ଙ୍କ ବେଞ୍ଚ କାଗଜମୁକ୍ତ ହେବାପରେକୋର୍ଟ ରୁମ - କୁ କୋର୍ଟର ମାନ୍ୟତା ମାନ୍ୟତା ମିଳିଛି ଜଷ୍ଟିସ ପଟେଲ ଗତମାସରେ ଏଠାରେ ଦାୟିତ୍ୱ ଗ୍ରହଣ କରିବାପରେ ଚିଫ ଜଷ୍ଟିସ ଅଧ୍ୟକ୍ଷତା କରୁଥିବା ବେଞ୍ଚ କୁ କାଗଜମୁକ୍ତା କରିବାର ସିଦ୍ଧାନ୍ତ ନେଇଥିଲେ   କୋର୍ଟ ରୁମ କୁ କାଗଜମୁକ୍ତ କରିବା ଏତେ ସହଜକଥା ଥିଲା କାହିଁକିନା ଏଠାରେ ପ୍ରତ୍ୟେକ ପ୍ରକାର ମାମଲା ଶୁଣାଣି ପାଇଁ ଆସିଥାଏ କାମର ଚାପ ଏଠାରେ ଟିକେ ଅଧିକ ଥାଏ ଜନସ୍ୱାର୍ଥ ମାମଲା,ନୁଆଁ ଆଇନ୍ର ସାମ୍ବିଧାନିକ ବୈଧତା ସମ୍ପର୍କିତ ମାମଲା,ଟିକସ ମାମଲା ଏଠାକୁ ଆସିଥାଏ  ଏହା କାଗଜମୁକ୍ତ ହେବ ପରେ ଅନ୍ୟ ବେଞ୍ଚ ଗୁଡିକରେ ଅନୁରୂପ ପଦକ୍ଷେପ ନିଆଯିବାର ଆଶା ସୃଷ୍ଟିହୋଇଛି    

07/07/2019

Leave a Reply

Your email address will not be published. Required fields are marked *

Comments