Bikash Khabar
ଆଗାମୀ ୨୦ ବର୍ଷ ଭିତରେ ଦିଲ୍ଲୀ ହୋଇଯିବ ବୁଢ଼ୀ

ଆର୍ଥିକ ସମୀକ୍ଷା ୨୦୧୮-୧୯ ଅନୁଯାୟୀ ଆଗାମୀ ୨୦୪୧ରେ ରାଜଧାନୀ ଦିଲ୍ଲୀର ପ୍ରତି ପଞ୍ଚମ ବ୍ୟକ୍ତିଙ୍କ ବୟସ ୬୦ ରୁ ଅଧିକ ଥିବା ଦେଖିବାକୁ ମିଳିବ। ଦୈନିକ ହିନ୍ଦୁସ୍ଥାନ ରେ ପ୍ରକାଶିତ ଖବର ଅନୁଯାୟୀ ଦୁଇଦଶକ ପରେ ଦିଲ୍ଲୀର ପ୍ରତିଟି ପଞ୍ଚମ ବ୍ୟକ୍ତି ବୟସ୍କ ନାଗରିକ ମାନ୍ୟତା ପାଈଥିବେ ୨୧ ପ୍ରତିଶତରୁ ଅଧିକ ଲୋକଙ୍କ ବୟସ ୬୦ ରୁ ଅଧିକ ହୋଇଥିବ ବୋଲି ଜଣାପଡିଛି। ୨୦ ବର୍ଷ ପରେ ସବୁଠୁ ଅଧିକ ବୟସ୍କ ତାମିଲନାଡୁରେ ରହୁଥିବେ ସ୍ୱାସ୍ଥ୍ୟ ପ୍ରତି ସଚେତନତା,ରୋଗ ଚିହ୍ନଟ ପ୍ରକ୍ରିୟାରେ ସୁଧାର,ଜରାତତ୍ୱ ସମ୍ପର୍କିତ ସ୍ୱତନ୍ତ୍ର ବିଭାଗ ଖୋଲିବା ସହିତ ସ୍ୱାସ୍ଥ୍ୟ ସେବାରେ ସୁଧାର କାରଣରୁ ବୟସ୍କଙ୍କ ସଂଖ୍ୟା ବୃଦ୍ଧିପାଉଥିବା କୁହାଯାଉଛି

14/07/2019

Leave a Reply

Your email address will not be published. Required fields are marked *

Comments