Bikash Khabar
୭ ଅଗଷ୍ଟରୁ ଗଡିବ ‘କିଷାନ୍ ବିଶେଷ ପାର୍ସଲ ଟ୍ରେନ୍’,ଚାଷୀଙ୍କୁ ମିଳିବ ଅନେକ ଫାଇଦା

କରୋନା ଭାଇରସ ମହାମାରୀର ଏଭଳି ସଙ୍କଟ ଜନକ ସ୍ଥିତିରେ ଚାଷୀଙ୍କୁ  ସାହାଯ୍ୟ ପାଇଁ ଭାରତୀୟ ରେଲୱେ ବଡ ପଦକ୍ଷେପ ନେଇଛି ରେଲୱେ ଚାଷୀଙ୍କ ପାଇଁ ସ୍ପେଶାଲ ପାର୍ସଲ ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି କରୋନା କାଳରେ ମଧ୍ୟ ରେଳର କିଷାନ୍ ବିଶେଷ ପାର୍ସଲ ଟ୍ରେନ୍ ଚାଷୀଙ୍କ ପାଇଁ ବରଦାନ  ମଧ୍ୟ ରେଳର କିଷାନ୍ ବିଶେଷ ପାର୍ସଲ ଟ୍ରେନ୍ ମହାରାଷ୍ଟ୍ରର ଦେବଲାଲୀ ବିହାରର ଦାନାପୁର ମଧ୍ୟରେ ଚାଲିବ ଯାହା ଫଳରେ ପରିବାଚାଷ ଫଳଚାଷ କରୁଥିବା ଚାଷୀଙ୍କ ଉତ୍ପାଦ ଗ୍ରାହକଙ୍କ ପାଖରେ ସହଜରେ ପହଞ୍ଚି ପାରିବ ରେଳ ମନ୍ତ୍ରାଳୟ ଅନୁସାରେ ଅଗଷ୍ଟରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ କିଷାନ୍ ବିଶେଷ ପାର୍ସଲ ଟ୍ରେନ୍ ପ୍ରତି ଶୁକ୍ରବାର ଦେବଲାଲୀରୁ ଦାନାପୁର ଆଡେ ସକାଳ ୧୧ଟାରେ ଚାଲିବ ଏବଂ ଆଗାମୀ ଦିନ ସକାଳେ .୪୫ ଟାରେ ଦାନାପୁର ପହଞ୍ଚିବ ପ୍ରତି ରବିବାର ୧୨ଟାରେ ଦାନାପୁରରୁ ବାହାରି ପରଦିନ ୭ଟା ୪୫ ମିନିଟରେ ଦେବଲାଲୀରେ ପହଞ୍ଚିବ ଏହି ଗାଡିରେ ପାର୍ସଲ ବୁକିଂ ପାଇଁ ଚାଷୀ ରେଲୱେ ଷ୍ଟେସନରେ ସମ୍ପର୍କ କରିପାରିବେ ମଧ୍ୟ ରେଲୱେ ପାର୍ସନ ବୁକିଂ ପାଇଁ କିଛି ଫୋନ୍ ନମ୍ବର ଉପଲବ୍ଧ କରାଇଛି ସିନିୟର ଡିଭିଜନଲ କମର୍ସିଆଲ୍ ମ୍ୟାନେଜର, ଭୁସାବଲ ୭୨୯୬୧୧୯୫୦, ଡେପୁଟି ଚିଫ୍ କମର୍ସିଆଲ୍ ମ୍ୟାନେଜର, ଫ୍ରେଟ୍ ସର୍ଭିସେଜ୍ ୮୮୨୮୧୧୦୯୬୩, ଆସିଷ୍ଟାଣ୍ଟ କମର୍ସିଆଲ୍ ମ୍ୟାନେଜର ନମ୍ବରରେ ସମ୍ପର୍କ କରିପାରିବେ ଟ୍ରେନଟି ନିଜ ପୂର୍ବ ନିର୍ଦ୍ଧାରିତ ଷ୍ଟେସନରେ ଅଟକିବ

 

 

 

06/08/2020

Leave a Reply

Your email address will not be published. Required fields are marked *

Comments