Bikash Khabar
ମହୁମାଛି ପାଳନରୁ ଚାଷୀ ପାଇବେ ଦିଗୁଣା ଆୟ

ବିଶ୍ୱରେ ମହୁ ଉତ୍ପାଦନରେ ଚୀନପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ଅଷ୍ଟମ ସ୍ଥାନରେ ରହିଛି ଚୀନ ରେ ବାର୍ଷିକ ଲକ୍ଷ ୫୧ ହଜାର ଟନରୁ ଅଧିକ ମହୁ ଉତ୍ପାଦନ ହେଉଥିବା ବେଳେ ଭାରତରେ ୨୦୧୮-୧୯ ବର୍ଷରେ ୬୪.୯୦୦ ଟନ ମହୁ ଉତ୍ପାଦନ ହୋଇଥିଲା ଆମ ଦେଶରେ ମହୁ ,ମହାମ ଉତ୍ପାଦନ ବ୍ୟାପକ ସମ୍ଭାବନା ରହିଛି ଦେଶରେ ଏବେ . ନିୟୁତ ମହୁମାଛି କଲୋନୀ ରହିଛି ସେହି ସଂଖ୍ୟା ୨୦୦ ନିୟୁତ ପର୍ଯ୍ୟନ୍ତ ବଢିବାର ସୁଯୋଗ ରହିଛି ଯଦି ଏହି ସଂଖ୍ୟାରେ ବୃଦ୍ଧି କରାଯାଇପାରିବ ତେବେ ଦେଶରେ ମହୁମାଛି ସଂପୃକ୍ତ ଉତ୍ପାଦର ଉତ୍ପାଦନ ବଢିବ ବୋଲି ପ୍ରଦାନମନ୍ତ୍ରୀ ଅର୍ଥନୈତିକ ପରାମର୍ଶଦାତା ପରିଷଦ ମୁଖ୍ୟ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଜ ରିପୋର୍ଟ ରେ ଦର୍ଶାଇଛି ମହୁମାଛି ଚାଷ ଦ୍ୱାରା ଉଦ୍ୟାନ କୃଷିର ମଧ୍ୟ ଉନ୍ନତ ହୋଇପାରିବ ମହୁମାଛି ବାକ୍ସ ରୁ କେବଳ ମହୁ ମହାମ ସଂଗ୍ରହ ବିକ୍ରି ସହିତ ମହୁମାଛିର ବିଷ ପଲେନ କୁ ମଧ୍ୟ ବିକ୍ରି କରାଯାଇପାରିବ  ଏହା ହେଲେ ଚାଷୀଙ୍କ ଆୟ ଦିଗୁଣା ହୋଇପାରିବ

27/06/2019

Leave a Reply

Your email address will not be published. Required fields are marked *

Comments