Bikash Khabar
ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ,ଦେଶବାସୀ ଦେଲେ ଶ୍ରଦ୍ଧା ସୁମନ

ଆଜି ଦେଶ ପାଇଁ ଏକ ସ୍ମରଣୀୟ ଦିନ  ଜାତିର ଜନକ ମହାତ୍ମାଗାନ୍ଧୀ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ଜୟନ୍ତୀ     ଅବସରରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଶ୍ରଦ୍ଧା ସୁମନ ବାଢିବା ସହ କୃତଜ୍ଞ ରାଷ୍ଟ୍ର ସ୍ମୃତି ଚରଣ  କରୁଛି ବୋଲି କହିଛନ୍ତି ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ପ୍ରେମ ସମାଜରେ ସୌହାର୍ଦ୍ଦ୍ୟ ସଞ୍ଚାର କରୁଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ ବିଶ୍ୱ କଲ୍ୟାଣର ମାର୍ଗକୁ ପ୍ରସ୍ତୁତ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି ଗାନ୍ଧିଜୀଙ୍କୁ ମାନବତାର ପ୍ରେରଣାର ଉତ୍ସ କହିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗାନ୍ଧିଜୀଙ୍କ ଅମର କୃତିତ୍ୱକୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିଜୀଙ୍କ ଜୀବନୀ ମହାନ ଚିନ୍ତାଧାରାରୁ ଆମକୁ ଅନେକ ଶିକ୍ଷା ମିଳିଥାଏ ଗାନ୍ଧିଜୀଙ୍କ ଆଦର୍ଶରେ ଆମ ଭାରତ ପ୍ରଗତିପଥେ ଆଗଉଛି ବୋଲି ଶ୍ରୀ ମୋଦି କହିଛନ୍ତି ଶାସ୍ତ୍ରୀଜୀଙ୍କ ସାଧୁତା ସହୃଦୟତା ସର୍ବଦା ଅନୁକରଣୀୟ ଅଟେ ସାଧାରଣ ଜୀବନଯାପନା କରି ଅହରହ ଦେଶ ସେବାର ବ୍ରତୀ ଥିଲେ ଶାସ୍ତ୍ରୀଜୀ

02/10/2020

Leave a Reply

Your email address will not be published. Required fields are marked *

Comments