Bikash Khabar
ରିଲାଏନ୍ସ ଫ୍ରେସ୍‌, ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ

ସୁପର ମାର୍କେଟ ବ୍ରାଣ୍ଡ ରିଲାଏନ୍ସ ରିଟେଲ ପକ୍ଷରୁ ଏହାର ରିଲାଏନ୍ସ ଫ୍ରେସ୍ଏବଂ ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ ପାଳନ କରାଯାଉଛି। ଏହି ଅବସରରେ ଏକ ଡିଜିଟାଲ କ୍ୟାମ୍ପେନ ଭାରତମାତା କେ ଲିଏଶୁଭାରମ୍ଭ ହୋଇଛି। ଏହି ଅବସରରେ ଏକ ଡିଜିଟାଲ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ବଲିଉଡ୍ଅଭିନେତା ଆୟୁଷ୍ମାନ ଖୁରାନା ଏଥିରେ ଅଭିନୟ କରିଛନ୍ତି। ମଦର ଇଣ୍ଡିଆ ତଥା ମାଆମାନଙ୍କର ଉଲ୍ଲେଖନୀୟ ଯୋଗଦାନକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି। ଦେଶ ବର୍ତ୍ତମାନ କୋଭିଡ୍୧୯ ସହ ଲଢୁଥିବା ବେଳେ ମାଆମାନଙ୍କର ଯୋଗଦାନକୁ ଏଥିରେ ପ୍ରଦର୍ଶନ କରାଯାଇଛି। ଲକ୍ଡାଉନ ଯୋଗୁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଏଥିରେ ବିଭିନ୍ନ ଭାଗରେ ସ୍ଥାନିତ କରାଯାଇଛି। ସମସ୍ତେ ମିଳିତ ହୋଇ ଭାରତମାତାକୁ ଖୁସି କରାଇବା ପୁଣି ଏହାର ମୁହଁରେ ହସ ପୁଟାଇବାକୁ ଭିଡିଓରେ ଆହ୍ବାନ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।

10/05/2020

Leave a Reply

Your email address will not be published. Required fields are marked *

Comments