Bikash Khabar
ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଯୋଗ କଲେ କୋଭିଡ ଯୋଦ୍ଧା

 ନିକଟରେ ପୁରୀ ବେଳାଭୂମି କୁ ମିଳିଛି ବ୍ଲୁଫ୍ଲାଗ ଟ୍ୟାଗ। ଓଡ଼ିଶାର ଏହି ଅପରୂପ ବେଳାଭୂମି ରେ ଶନିବାର  ଯୋଗଅଭ୍ୟାସ କରିଛନ୍ତି କିଛି  କୋଭିଡ ଯୋଦ୍ଧା କୋଭିଡକୁ ପରାଜିତ କରିଥିବା ଏହି  ଯୋଦ୍ଧାମାନେ ପୁରୀ ବ୍ଲୁଫ୍ଲାଗ ବିଚ୍ରେ ଏକାଠି ହୋଇ ଯୋଗ କରିଛନ୍ତି ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛି ପୁରୀଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମର ନାଁ ରହିଥିଲା ମୋ ବିଚ୍ ମୋ ଯୋଗ ଅନ୍ୟ ଆକ୍ରାନ୍ତଙ୍କୁ ସାହାସ ଯୋଗାଇବା ସହ ଯୋଦ୍ଧଙ୍କ ମନୋବଳ ବଢ଼ାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେବାୟତ, ସରକାରୀ କର୍ମଚାରୀ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଥିଲା

17/10/2020

Leave a Reply

Your email address will not be published. Required fields are marked *

Comments