Bikash Khabar
ଭୁବନେଶ୍ବର ବିମାନବନ୍ଦରରେ ଲାଗିଲା ନୂଆ ରାଡାର୍‌

 ଭୁବନେଶ୍ବର ବିମାନ ବନ୍ଦରରେ ଲାଗିଲା ଏକ ନୂଆ ରାଡାର୍ କୋଟି ଟଙ୍କା ବିନିମୟରେ ଲାଗିଥିବା ଏହି ରାଡାର୍ମାଧ୍ୟମରେ ବିମାନ ଚଳାଚଳ, ଗତିବିଧି, ଲ୍ୟାଣ୍ଡିଂ ଉଡ଼ାଣ ଉପରେ ନଜର ରଖି ହେବ। ଏଭଳି ରାଡାର୍ବିଶେଷକରି ବିମାନ ଅପହରଣ ବିମାନରେ କୌଣସି ଅଘଟଣ ଘଟିଲେ ସୂଚନା ଦେଇ ପାରିବ। ଏହାକୁ ଉଦ୍ଘାଟନ କରିଛନ୍ତି, ବିମାନବନ୍ଦରର ନିର୍ଦେଶକ ଅମିତ ବାନାର୍ଜୀ ଏସ୍ପି ଯାଦବ ପ୍ରମୁଖ। ଏହି ଅବସରରେ ବିମାନବନ୍ଦରର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

16/11/2019

Leave a Reply

Your email address will not be published. Required fields are marked *

Comments