Bikash Khabar
ଓଡିଶା ଉପନିର୍ବାଚନ : ଉଭୟ ଆସନ ରୁ ବିଜେଡି ଆଗୁଆ

ବାଲେଶ୍ୱର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପ୍ରଥମ ରାଉଣ୍ଡ ଗଣତି ରେ  ଆଗରେ ରହିଛି ବିଜେଡି ତିର୍ତ୍ତୋଲ ରେ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଖଣ୍ଡ ଭୋଟରେ ପ୍ରତିଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ହଜାର ୮୬୭ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ମିଳିଛି ହଜାର ୫୫୭ଟି ଭୋଟ୍ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକଙ୍କୁ ହଜାର ୫୭ ଖଣ୍ଡ ଭୋଟ୍ ପାଇଛନ୍ତି ବିଜେଡି ୫୩.୪୪% ଭୋଟ୍ ପାଇଥିବା ବେଳେ ବିଜେପିକୁ ୩୮.୪୯ କଂଗ୍ରେସକୁ .୧୩% ଭୋଚ ମିଳିଛି ସେହିପରି ବାଲେଶ୍ୱର ଆସନ ରେ ବିଜେଡି କୁ କଡା ଟକ୍କର ଦେଉଛି ବିଜେପି ବିଜେପି   ମାନସ ଦତ୍ତ ୬୦୭୪ ଭୋଟ ପାଇଥିବା ବେଳେ ସ୍ୱରୂପ ଦାସ ୭୧୨୮ ଭୋଟ ପାଇଛନ୍ତି ବହୁଚର୍ଚ୍ଚିତ ବେଣୁ ମଉସା ଙ୍କୁ ଏହି ରାଉଣ୍ଡ ରେ ୭୨ ଭୋଟ ମିଳିଛି

10/11/2020

Leave a Reply

Your email address will not be published. Required fields are marked *

Comments