Bikash Khabar
ଶିକ୍ଷକ ଙ୍କୁ ମିଳିବ ପରିଚୟପତ୍ର

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ପୂର୍ବରୁ ରାଜ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଲାଗି ୟୁନିଫର୍ମ ପୋଷାକ ଶାଢ଼ୀ ପ୍ରଚଳନ ହୋଇଥିବାବେଳେ ଏବେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରିଚୟପତ୍ର ଦିଆଯିବାର ପ୍ରୟାସ ଆରମ୍ଭ ହୋଇଛି ତେବେ ପ୍ରଥମ ପର୍ଯ୍ୟାୟରେ ୫୫ ହଜାର ଶିକ୍ଷକ ଙ୍କୁ ପରିଚୟ ପତ୍ର ଦିଆଯିବ ବୋଲି ଜଣାପଡିଛି ସୂଚନାଯୋଗ୍ୟଯେ ଶିକ୍ଷକ ମାନେ ସରକାର ଙ୍କ ଏକାଧିକ କାମ ସହିତ ଜଡିତ  କିନ୍ତୁ ସେମାନଙ୍କ ନିକଟରେ ପରିଚୟ ପତ୍ର ଥିବାରୁ ସେମାନେ କେଉଁ ସ୍କୁଲ ରେ ଶିକ୍ଷାଦାନ କରୁଛନ୍ତି ଜାଣି ହେଉନଥିଲା।ଏବେ ପ୍ରାଥମିକ ,ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ନିୟୋଜିତ ଶିକ୍ଷକ ମାନଙ୍କୁ ପୃଥକ ପୃଥକ ପରିଚୟପତ୍ର ଯୋଗାଇଦିଆଯିବ ଗିତିଏ ପରିଚୟ ପତ୍ର ପ୍ରସ୍ତୁତି ପାଇଁ ରାଜ୍ୟସରକାର ୬୨ ଟଙ୍କା ଖର୍ଚ୍ଚ କରିବେ ଏହି ପରିଚୟ ପତ୍ର ବିଭିନ୍ନ କାମପାଇଁ ସହାୟତା କରିବ

16/05/2019

Leave a Reply

Your email address will not be published. Required fields are marked *

Comments