Bikash Khabar
ପୁଅଙ୍କୁ ପଛରେ ପକାଇଲେ ଝିଅ,୨୮୯ ସ୍କୁଲରେ ପାସ୍‌ ହାର ଶତପ୍ରତିଶତ

ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି   ପୂର୍ବବର୍ଷ ତୁଳନାରେ ଏଥର ପାସ୍ହାର ହ୍ରାସ ପାଇଥିବା ବେଳେ ପୁଅ ମାନଙ୍କ ତୁଳନାରେ ଅଧିକ ସଂଖ୍ୟକ ଝିଅ ପାସ କରିଥିବା ଜଣାଯାଇଛି ୨୦୧୮ ରେ  ପାସ୍ହାର ୭୬.୨୩% ରହିଥିଲା ବେଳେ ଚଳିତ ଥର ୭୦.୭୮% କୁ ଖସି ଆସିଥିବାରୁ ଛାତ୍ର ଛାତ୍ରୀଙ୍କ ମନରେ ନୈରାଶ୍ୟ ଭାବ ପ୍ରକାଶ ପାଇଛି ୪ଟି ସେଟ୍ ସମାନ୍ତରାଳ ପ୍ରଶ୍ନପତ୍ର ଏବଂ କପି ରୋକିବାକୁ ନିଆଯାଇଥିବା ପଦକ୍ଷେପ ଯୋଗୁ ପାସ୍ହାର ହ୍ରାସ ପାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଚଳିତ ଥର  ପାସ୍କରିଥିବା ମୋଟ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଝିଅଙ୍କ ସଂଖ୍ୟା ଲକ୍ଷ ହଜାର ୪୭୦ ରହିଥିବାବେଳେ ପୁଅଙ୍କ ସଂଖ୍ୟା ଲକ୍ଷ ୯୧ ହଜାର ୬୫୫ରହିଛି  ରାଜ୍ୟର ୨୮୯ଟି ସ୍କୁଲ ରେ  ପାସ୍ହାର ଶତପ୍ରତିଶତ ଥିବା ଜଣ ଯାଇଛି ୮୨ ଟି ସ୍କୁଲ ରେ କେହି ଜଣେ ବି ପାସ କରି ଥିବା ଜଣାଯାଇଛି

21/05/2019

Leave a Reply

Your email address will not be published. Required fields are marked *

Comments