Bikash Khabar
ବିଶ୍ୱସ୍ତରୀୟ ହେବ ୧୭ ପର୍ଯ୍ୟଟନ ସ୍ଥଳୀ

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଦେଶର ୧୭ ଟି ପ୍ରସିଦ୍ଧ ସ୍ଥାନକୁ ବିଶ୍ଵସ୍ଥରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ। ପର୍ଯ୍ୟଟକଙ୍କ ଆଗମନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ୨୦୧୯-୨୦ ବର୍ଷରେ ଶହେ ନୁଆଁ କ୍ଲଷ୍ଟର ଖୋଲାଯିବ। ଯାହା ୫୦ ହଜାର କାରିଗରଙ୍କୁ ଅର୍ଥନୈତିକ ମୂଲ୍ୟ ଶୃଙ୍ଖଳ ମଧ୍ୟକୁ ଆଣିବାରେ ସହାୟକ ହେବ। ଆଦିବାସୀ ସଂସୃତିର ସୁରକ୍ଷାଲାଗି ସରକାର ପଦକ୍ଷେପ ନେବେ ସେମାନଙ୍କର ଫୋଟୋ,ଭିଡିଓ,ଜୀବନଶୈଳୀ,ପାରମ୍ପରିକ କଲା, ଅନ୍ୟାନ ତଥ୍ୟ ସଂଗ୍ରହ କରି ସ୍ୱତନ୍ତ୍ର କେନ୍ଦ୍ର ମାନଙ୍କରେ ରଖାଯିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ  ନିଜ ବଜେଟ ବକ୍ତବ୍ୟରେ ଏଭଳି ତଥ୍ୟ ରଖିଛନ୍ତି    

06/07/2019

Leave a Reply

Your email address will not be published. Required fields are marked *

Comments