Bikash Khabar
ପୁରୀ ବଡ଼ଦାଣ୍ଡରେ ଆଜିଠୁ ଜଳିବ ଆଲୁଅ

ବାତ୍ୟା ପୂର୍ବ ରାତି ଅର୍ଥାତ ମେ ୨ରେ ପୁରୀରୁ ବନ୍ଦ ହୋଇଯାଇଥିଲା ବିଜୁଳି ଯୋଗାଣ ୧୩ ଦିନ ହେଲା ପୁରୀବାସୀ ପ୍ରବଳ ଗରମ ସାଙ୍ଗକୁ ବିଦ୍ୟୁତ ବିନା ହନ୍ତସନ୍ତ ହେଉଛନ୍ତି ବୁଧବାର ପୁରୀ ବଡଦାଣ୍ଡ ସମେତ ଅନ୍ୟ କେତେକ ଅଞ୍ଚଳରେ ବିଜୁଳି ଯୋଗାଣ ହେବ ବୋଲି ନିର୍ବାହୀ ଯନ୍ତ୍ରୀ  ଶିବ ପ୍ରସାଦ ସ୍ବାଇଁ କହିଛନ୍ତି ପୂର୍ବରୁ ୧୨ ତାରିଖରେ ବିଜୁଳି ଯୋଗାଣ ପ୍ରତିଶ୍ରୁତି ଦିଆଯାଇଥିଲା।ପୁରୀ ଜିଲ୍ଲାରେ ବିଦ୍ୟୁତ କୁ ସ୍ୱାଭାବିକ କରିବା ପାଇଁ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି ସ୍ୱେସୁ,ସାଉଥକୋ,ଏବଂ ୱେସ୍କୋ ୭୪ ଜଣ ଅଫିସରଙ୍କ ସମେତ ଆନ୍ଧ୍ରପ୍ରଦେଶ ୬୦ ଜଣ ଅଫିସର ନିୟୋଜିତ ହୋଇଛନ୍ତି  ସାମୁଦ୍ରିକ ବାତ୍ୟା ପୁରୀ କୁ ଉଜାଡି ଦେଇଛି ସବୁଠୁ ବେଶୀ ପ୍ରଭାବିତ ହୋଇଛି ପୁରୀ ତାର ବିଦ୍ୟୁତ ଭିତ୍ତିଭୂମି ପୁରୀ ରେ ୯୦୦୦୦ ବିଦ୍ୟୁତ ଖୁଣ୍ଟ ଲୋଟି ପଡିଛି। ୩୩ କେଭି ୧୬୯ କିମି ,11 କେଭି ୨୫୬୦  କିମି ଏଲଟି ଲାଇନ ୩୦୧୧ କିମି ସମ୍ପୂର୍ଣ୍ଣ ଭାବେ ନଷ୍ଠ ହୋଇ ଯାଇଛି ତା ସାଙ୍ଗକୁ ,୩୨୦ଟି ଟ୍ରାନ୍ସଫର୍ମର ବଦଳାଯିବ

15/05/2019

Leave a Reply

Your email address will not be published. Required fields are marked *

Comments