Bikash Khabar
ଦୃଷ୍ଟିବାଧିତ ଚିହ୍ନି ପାରିବେ ନୋଟ,ଆରବିଆଇ ଆଣିବ ଆପ୍ସ

ଭାରତୀୟ ରିଜର୍ଭ ବ୍ୟାଙ୍କ ଦୃଷ୍ଟିବାଧିତ ଙ୍କ ପାଇଁ ଟଙ୍କା ଚିହ୍ନିବା ଦିଗରେ ସହାୟତା କରିବାକୁ ଆଗେଇ ଆସିଛି।ଏଥିପାଇଁ ଏକ ମୋବାଇଲି ଆପ୍ଲିକେସନ ଆରମ୍ଭ କରିବାକୁ ଆରବିଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବହୁଳ ଭାବରେ ନଗଦଟଙ୍କାର ପ୍ରଚଳନ କୁ ଦେଖିବା ପରେ ଆରବିଆଇ ଦୃଷ୍ଟିବାଧିତ ମାନଙ୍କୁ ଦିଗରେ କିଭଳି ସହାୟତା କରାଯିବ ଚିନ୍ତାକରି ସ୍ୱତନ୍ତ୍ର ଆପ୍ସ ପ୍ରଚଳନ ହିଁ ସେମାନଙ୍କୁ ତାଙ୍କ ଚିହ୍ନଟ ରେ ସକ୍ଷମ କରାଇବ ଏହି ନିଷ୍କର୍ଷ ରେ ପହଞ୍ଚିଥିଲା ବର୍ତ୍ତମାନ ୧୦,୨୦,୫୦,୧୦୦,୨୦୦,୫୦୦ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଥିବା ବେଳେ ଦୃଷ୍ଟିବାଧିତ ମାନଙ୍କ ଚିହ୍ନଟ ପାଇଁ କୌଣସି ବ୍ୟବସ୍ଥା ନାହିଁ ରିଜର୍ଭ  ବ୍ୟାଙ୍କ ପକ୍ଷରୁ କୁହାଯାଇଛିଯେ ଦୃଷ୍ଟିବାଧିତ ଙ୍କୁ ନଗଦ ନେଣଦେଣ ରେ ସଫଳ କରାଇବାକୁ ହେଲେ ସେମାଙ୍କୁ ତାଙ୍କ ଚିହ୍ନଟ ରେ ସହାୟତା କରିବା ପ୍ରମୁଖ କାର୍ଯ୍ୟକ୍ରମ ହେବ ଉଚିତ ଏଥିପାଇଁ ଏକ ମୋବାଇଲି ଆପ୍ସ ପ୍ରସ୍ତୁତ କରାଯାଉଛି  ମୋବାଇଲି ରେ ଟଙ୍କାର ଫୋଟ ଉଠାଇଦେଲେ କେତେ ଟଙ୍କିଆ ନୋଟ ତାର ଅଡିଓ ମେସେଜ ଜଣାଇଦେବ।କିନ୍ତୁ ସଠିକ ଭାବେ ମୋବାଇଲି ରେ ଟଙ୍କାର ଫଟୋ ଟି ଉଠିଥିବା ଦରକାର

15/07/2019

Leave a Reply

Your email address will not be published. Required fields are marked *

Comments