Bikash Khabar
ଟେଷ୍ଟିଙ୍ଗ ପାଇଁ ବୁଲିବ ଗାଡି

ରାଜ୍ୟର ବିଭିନ୍ନ ଅଞ୍ଚଳରେ  ମୋବାଇଲ ଭ୍ୟାନ ଜରିଆରେ  କୋରନା ଟେଷ୍ଟିଂ ଲାଗି ପ୍ରସ୍ତାଵ ରହିଛି ଏବେ ଗଞ୍ଜାମରେ ମୋବାଇଲ ଭ୍ୟାନ ମାଧ୍ୟମରେ ଆଣ୍ଟିଯେନ ଟେଷ୍ଟ ହେଉଛି ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ କରୋନାର  ସ୍ଥିତି ବର୍ତ୍ତମାନ ରାଜ୍ୟରେ ଶିଖର ଛୁଇଁଛି ଏହାକୁ ନେଇ ସାରା ରାଜ୍ୟରେ ଉଦାସ ଚିନ୍ତାର ଛାପ ଦେଖିବାକୁ ମିଳିଛି ତିନୋଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା କଟକରୁ ଦୈନିକ ବହୁ ରୋଗୀ ଚିହ୍ନଟ ହେଉଛନ୍ତି ତେଣୁ ଏସବୁ ଜିଲାରେ ଅଧିକ ସଂଖ୍ୟା ବଡୁଛି ଏସବୁ ଜିଲ୍ଲାରେ କମିଲେ ରାଜ୍ୟରେ  କମିବ ସେରୋ ସର୍ଭିଲାନ୍ସ ରିପୋର୍ଟ ଅନୁସାରେ ଅଗଷ୍ଟ ମାସରୁ ଦୈନିକ ୧୫୦୦୦  ଟେଷ୍ଟ କରିବାକୁ କୁହାଯାଇଛି ଆଇ ସି ଏମ ଆର ମଧ୍ୟ ଟେଷ୍ଟ ବଢାଇବା ନିଷ୍ପତ୍ତି ନେଇଛି ସେ ଅନୁସାରେ ରାଜ୍ୟ ସରକାର ବି ଟେଷ୍ଟ ସଂଖ୍ୟା ବୃଦ୍ଧି କରିବେ  କେବଳ  କରୋନା ନୁହଁ ଏକାଧିକ ରୋଗ ଥିବାରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ଯାଉଛି ଖୁବଶୀଘ୍ର ଆଇଏଲସ ଆଣ୍ଟି ଡ୍ରଗ୍ସ ପରିକ୍ଷା ଲାଗି ଏକ ଷ୍ଟାଣ୍ଡାର୍ଡ ଅଫ ପ୍ରାକ୍ଟିସ  ଆସୁଛି ତାରି ଆଧାର ରେ  ଅଗଷ୍ଟରେ ଏହା ଆରମ୍ଭ ହେବ ଗଂଜାମ ପରି ଯଦି କଟକ ଖୋର୍ଦ୍ଧାରେ କରୋନା ଯାଞ୍ଚ ପାଇଁ ଭ୍ରାମ୍ୟମାଣ ଗାଡି ବୁଲିବ ତେବେ ସବୁ ରୋଗୀ ଚିହ୍ନଟ ହେବ ସହ ଆମେ ଏହି ଯୁଦ୍ଧ ଜିତିପାରିବା

27/07/2020

Leave a Reply

Your email address will not be published. Required fields are marked *

Comments