Bikash Khabar
୫ ହଜାର ୫ଶହ ଜନ ଔଷଧୀ କେନ୍ଦ୍ରରେ ମିଳିବ ୧ ଟଙ୍କାରେ ସାନିଟାରୀ ନାପକିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ଉପହାର ଆଣିଛନ୍ତି। ଭାଜପା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ ପାଇଥିବା ପ୍ରତିଶ୍ରୁତି ଅନୁସାରେ ଏଣିକି ଟଙ୍କାରେ ଶସ୍ତା ସାନିଟାରୀ ନ୍ୟାପକିନ୍ମିଳିବ। ଏହା ଦେଶର ହଜାର ୫ଶହ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ଯୋଗାଇ ଦିଆଯିବ ମାସିକ ଋତୁଶ୍ରାବ ପରିଚାଳନା ରେ ଏହା ବେଶ ପ୍ରଭାବୀ ସାବ୍ୟସ୍ତ ହେବ। ପୂର୍ବରୁ ଏହା ଦେଶର କେତେକ ଜନଔଷଧି କେନ୍ଦ୍ର ରେ ଅଢେଇ ଟଙ୍କା ରେ ମିଳୁଥିଲା। ମଙ୍ଗଳବାର ଏହାର ଦର ଅଢେଇ ଟଙ୍କାରୁ ଟଙ୍କା ହୋଇଯାଇଛି।ଦର କମିଯିବ ପରେ ଏଠାରେ ବିକ୍ରିବଟା ବଢିବ ଗତ ଏକ ବର୍ଷ ମଧ୍ୟରେ ଜନଔଷଧି କେନ୍ଦ୍ର ଗୁଡିକରେ . କୋଟି ସାନିଟାରୀ ନାପକିନ ବିକ୍ରି କରାଯାଇଛି। ମହିଳା ସ୍ୱଚ୍ଛତା କୁ ପ୍ରାଥମିକତା ଦେବା ଆଭିମୁଖ୍ୟ ରେ ହାତକୁ ନିଆଯାଇଥିବା ଏଭଳି ପ୍ରୟାସ ଦେଶରେ ଏକ ସ୍ୱାସ୍ଥ୍ୟକର ବାତାବରଣ ତିଆରି କରିବ ବୋଲି କୁହାଯାଉଛି    

28/08/2019

Leave a Reply

Your email address will not be published. Required fields are marked *

Comments