Bikash Khabar
ଚୁଲି ଧୂଆଁ ନେଉଛି ବର୍ଷକୁ ୨ ଲକ୍ଷ ଜୀବନ

ଦିନ ଥିଲା ଆମର ଘର ଯାବତୀୟ ରୋଷେଇ ଜାଳେଣି କାଠ ଦ୍ୱାରା ହେଉଥିଲା   ବାରମ୍ବାର ରୋଗରେ ପଡିଲେ ମଧ୍ୟ ରୋଷେଇ କରୁଥିବା ପରିବାର ମା ଭଉଣୀ ମାନେ ରୋଗ ଯନ୍ତ୍ରଣା ସହିତ ସଂଘର୍ଷ କରିବାକୁ ବାଧ୍ୟ ହେଉଥିଲେ ଜାଳେଣି କାଠ ବ୍ୟବହାର ଫଳରେ ହେଉଥିବା ସମସ୍ୟା କୁ ଲୋକେ ଗୁରୁତ୍ୱ ଦେଉନଥିଲେ ଏବେ ନିକଟରେ ସମ୍ପର୍କରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ ଜାଳେଣି କାଠ, କୋଇଲା, ଗୋବର ଏବଂ କିରୋସିନ ବ୍ୟବହାର ଦ୍ୱାରା ବାୟୁ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ ମାତ୍ର ଏସବୁର ବ୍ୟବହାର ବନ୍ଦ ହେଲେ ପ୍ରାୟ .୦୭ ଲକ୍ଷ ଲୋକଙ୍କର ଜୀବନ ସୁରକ୍ଷିତ ରହିପାରିବ ବୋଲି ଦିଲ୍ଲୀ ଆଇଆଇଟି ଦ୍ୱାରା ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ସାଧାରଣ ଜାଳେଣି  ଦ୍ୱାରା ଫୁସ୍ଫୁସ୍ସଂକ୍ରମଣ ହେବା ଯୋଗୁ ବିଭିନ୍ନ ପ୍ରକାର ଶ୍ୱାସ ଜନିତ ସମସ୍ୟା ଦେଖାଦେଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି ଯେଉଁ ଅଂଚଳରେ ଲୋକେ ଗ୍ୟାସ ସୌରଶକ୍ତି ସମ୍ପନ୍ନ ଚୁଲାରେ ରୋଷେଇ କରୁଛନ୍ତି ସେଠାକାର ମହିଳା ମାନଙ୍କ ସ୍ୱାସ୍ଥ ସମସ୍ୟା ଏତେ ବେଶୀ ବିଗିଡି  ଥାଏ ଜାଳେଣି କାଠ ଦ୍ୱାରା ଏବେବି ଗ୍ରାମୀଣ ଅଞ୍ଚଳରେ ରୋଷେଇ ହେଉଛି ଏବଂ କେତେକ ରାଜନୈତିକ ଦଳ ଏହାକୁ ଗରିବୀ କହି ସମର୍ଥନ ଦେବାରେ ଲାଗିଛନ୍ତି

21/04/2019

Leave a Reply

Your email address will not be published. Required fields are marked *

Comments