Bikash Khabar
ଧୂମପାନ ନିରବ ହତ୍ୟାକାରୀ,ପ୍ରତିବର୍ଷ ୧୦ ଲକ୍ଷ ଲୋକଙ୍କ ନେଉଛି ଜୀବନ

ସାରାବିଶ୍ୱରେ ବିଡି,ସିଗାରେଟ,ହୁକ୍କା ପରି ଦହନ ଆଧାରିତ ତମାଖୁ ଉତ୍ପାଦ ଭାରତ ହେଉଛି ସବୁଠୁ ବଡ଼ ଉପଭୋକ୍ତା ଏବଂ ତମାଖୁ ସମ୍ବନ୍ଧିତ ରୋଗ କାରଣରୁ ପ୍ରତିବର୍ଷ ୧୦ ଲକ୍ଷ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥାଏ ବ୍ୟାପକ ସଚେତନତା ଉତ୍ପାଦ ଗୁଡିକରେ ସତର୍କତା ମୂଳକ ଯେତେ ପ୍ରକାର ବିଜ୍ଞାପନ ଲଗାଗଲେ ବି ତମାଖୁ ବ୍ୟବହାର ରେ କୌଣସି ପ୍ରକାର ହ୍ରାସ ଦେଖିବାକୁ ମିଳୁନାହିଁ  

କିଶୋରାବସ୍ଥାରେ ଧୂମପାନ ଏବେ ଦେଶ ପାଇଁ ଏକ ମହାମାରୀ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ସାରା ବିଶ୍ୱର  ଧୂମପାନକାରୀ ଙ୍କ ମଧ୍ୟରୁ ୧୨ ପ୍ରତିଶତ ହେଉଛନ୍ତି ଭାରତୀୟ ଭାରତ ରେ ପ୍ରତିବର୍ଷ ଧୂମପାନ କାରଣରୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଯାଇଥାଏ ଭାରତରେ ୧୬ ବର୍ଷରୁ କମ ୨୪ ପ୍ରତିଶତ କିଶୋର ବିଗତ କିଛିବର୍ଷ ଆଗରୁ ତମାଖୁ ସେବନରେ ଅଭ୍ୟସ୍ତ ଥିବା କୁହାଯାଉଛି

31/05/2019

Leave a Reply

Your email address will not be published. Required fields are marked *

Comments