Bikash Khabar
ଆଜି ବିଶ୍ୱ ଶିଶୁଶ୍ରମିକ ବିରୋଧୀ ଦିବସ,ବିଶ୍ୱରେ ଅଛନ୍ତି ୨୨ କୋଟି ଶିଶୁ ଶ୍ରମିକ

ବିଶ୍ୱରେ ପ୍ରାୟ ୨୨ କୋଟି ଶିଶୁ ଶ୍ରମିକ ଅଛନ୍ତି ଆମ ଦେଶରେ ରୁ ୧୪ ବର୍ଷ ବୟସର ଏହି ଶିଶୁ ଶ୍ରମିକ ଙ୍କ ସଂଖ୍ୟା କୋଟି ରୁ ଅଧିକ ଥିବା ୨୦୧୧ ଜନଗଣନା ତଥ୍ୟରୁ ଜଣାଯାଏ ଉତ୍ତରପ୍ରଦେଶ ରେ ଆମ ଦେଶର ସର୍ବାଧିକ ଶିଶୁ ଶ୍ରମିକ ମାନଙ୍କୁ ଦେଖିବାକୁ ମିଳେ ଆଜିର ଦିନଟିକୁ ସାରା ବିଶ୍ୱରେ ଶିଶୁଶ୍ରମିକ ବିରୋଧୀ ଦିବସ ଭାବେ ପାଳନ କରାଯାଉଛି ୨୦୦୨ ପରଠାରୁ ପ୍ରତିବର୍ଷ ଜୁନ ୧୨ ରେ ଏହି ଦିବସ ପାଳନ କରାଯାଇଥାଏ ଶିଶୁ ଶ୍ରମିକ ସାରା ବିଶ୍ୱରେ ଏକ ଜଟିଳ ସମସ୍ୟା ଏହାକୁ ରୋକାଯାଇପାରୁନାହିଁ ଆର୍ଥିକ ଅନଗ୍ରସର ପିତା-ମାତା ମାନେ ନିଜର ସନ୍ତାନ କୁ ପଢ଼ିବା ବଦଳରେ କାମରେ ଲଗାନ୍ତି ଏହା ଏକ ବେଆଇନ କାମ ଏହା ବାବଦରେ ସଚେତନ ସୃଷ୍ଟିକରିବା ଏହି ଦିବସର ମୁଖ୍ୟଲକ୍ଷ୍ୟ ଶିଶୁ ଶ୍ରମିକ ବ୍ୟବସ୍ଥା କୁ ରୋକାଯିବ ପାଇଁ ଦୀର୍ଘସ୍ଵଉତ୍ରି ଫଳପ୍ରସୂ ଯୋଜନାର ଅଭାବ ହିଁ ଏହି ବ୍ୟବସ୍ଥା କୁ ରୋକିପାରିନାହିଁ ଯେଉଁ ବୟସରେ ଖେଳିବା ବୁଲିବା କଥା,ସେହି ଅପରିପକ୍ଵ ବୟସରେ ପଶୁଚାରଣ , ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ,ହୋଟେଲ,ଗ୍ୟାରେଜ, ଅନ୍ୟାନ ବିପଦସଂଙ୍କୁଳ ପରିବେଶରେ କମ ପାରିଶ୍ରମିକ ରେ ଲମ୍ବା ସମୟ କଠିନ କାମ କରିବା ଦେଖାଯାଉଛି ପରିବାର ଆର୍ଥିକ ଅବସ୍ଥା ସୁଧୁରୁ ନଥିବାରୁ ଶିଶୁମାନଙ୍କ ସ୍ଥିତି ବେହାଲ ହେଉଛି କଠିନ କାମ କରୁଥିବା ଶିଶୁ ଶ୍ରମିକ ମାନଙ୍କୁ ଖୋଜି ଅପେକ୍ଷାକୃତ କମପରିଶ୍ରମର କାମ ଯୋଗାଇଦେବାରେ ପ୍ରୟାସ ହେବା ଉଚିତ

12/06/2019

Leave a Reply

Your email address will not be published. Required fields are marked *

Comments