Bikash Khabar
ଆଜି ବିଶ୍ୱ ଡାଇବେଟିସ ଦିବସ ,ଜାଣନ୍ତୁ ଡାଇବେଟିସ କୁ ଜିତିବାର ମନ୍ତ୍ର

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ବ ଡାଇବେଟିସ୍ଦିବସ ଭାବେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଡାଇବେଟିସ୍ଫେଡେରେସନ୍‌ (ାଇଡିଏଫ୍‌) ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌) ମିଳିତ ଆନୁକୂଲ୍ୟରେ ୧୯୯୧ ମସିହା ଠାରୁ ଏହା ପାଳିତ ହୋଇଆସୁଛି। ଏହା ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନା ସୃଷ୍ଟି କରିବା।ଏସବୁ ସତ୍ୱେ କାୟା ବିସ୍ତାର କରିଚାଲିଛି ଏହି ରୋଗ ପ୍ରଦୂଷଣ  ଭଳି ଏହି ରୋଗ ମଧ୍ୟ ମନୁଷ୍ୟକୃତ।  ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ,ଅସନ୍ତୁଳନ ଖାଦ୍ୟପେୟ ତଥା ଶାରୀରିକ ପରିଶ୍ରମର ଅଭାବରୁ ଏହି ରୋଗ ବଢିଚାଲିଛି ବିଶ୍ୱଜନସଂଖ୍ୟାର ପ୍ରତିଶତ ଏବେ ଏଥିରେ ପୀଡିତ ଥିବା ବେଳେ  ଆମ ଦେଶରେ କୋଟିରୁ ଅଧିକ ଲୋକ ଡାଇବେଟିସ ରୋଗ ସହ ଜୀବନ ଜୀଉଁଛନ୍ତି ଓଡିଶା ରେ ମଧ୍ୟ ଲକ୍ଷାଧିକ ଲୋକଙ୍କୁ ଶିକାର ବନାଇଛି ଏହି ରୋଗ ଦିନକୁ ଅନ୍ୟୁନ ଘଣ୍ଟାଟିଏ ଚାଲିବା,ଶାରୀରିକ ପରିଶ୍ରମ କରିବା, ଘଣ୍ଟା ସୁନିଦ୍ରା ଯିବା ପୁଷ୍ଟିକର ଖାଦ୍ୟ ଖାଇବା ନିୟମିତ ଯୋଗବ୍ୟାୟାମ ସହିତ ଚାପମୁକ୍ତ ରହିବା ଏହି ରୋଗ କବଳରୁ ମୁକ୍ତି ପାଇବାର ମନ୍ତ୍ର

14/11/2020

Leave a Reply

Your email address will not be published. Required fields are marked *

Comments