Bikash Khabar
ଆଜି ବିଶ୍ୱ ଜନସଂଖ୍ୟା ଦିବସ,ପ୍ରତିବର୍ଷ ବଢ଼ୁଛନ୍ତି ୮.୩ କୋଟି ଲୋକ

ପ୍ରତି ମୁହୂର୍ତ୍ତରେ ବଢି ଚାଲିଛି ଜନସଂଖ୍ୟା ୨୦୧୭ ରେ ବିଶ୍ୱ ଜନସଂଖ୍ୟା ୭୬୦ କୋଟି ଥିବା ବେଳେ ଗତ ୧୨ ବର୍ଷ ମଧ୍ୟରେ ଏଥିରେ ଆଉ ୧୦୦ କୋଟି ଜନସଂଖ୍ୟା ଯୋଡି ହୋଇ ଯାଇଛି ପ୍ରତିବର୍ଷ ବିଶ୍ୱରେ ଅଧିକ . କୋଟି ଜନସଂଖ୍ୟା ଯୋଡି ହେବାରେ ଲାଗିଛନ୍ତି ଆଜି ସାରା ବିଶ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ ଏହି ତଥ୍ୟ ସାମନାକୁ ଆସିଛି କାଟିସଙ୍ଘର ଅନୁମୋଦନ କ୍ରମେ ୧୯୯୦ ପରଠାରୁ  ପ୍ରତିବର୍ଷ ଜୁଲାଇ ୧୧ କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଇଥାଏ ପରିବାର ନିୟୋଜନ ,ଲିଙ୍ଗଗତ ସାମନ୍ତ,ଦରିଦ୍ର,ମାତୃସ୍ୱସ୍ଥ୍ୟ ,ମାନବିକ ଅଧିକାର ଆଦି ବାବଦରେ ସଚେତନତା ଏହି ଦିବସ ପାଳନର ଆଭିମୁଖ୍ୟ ଜନସଂଖ୍ୟା ବୃଦ୍ଧି ଅନେକ ସମସ୍ୟାର କାରଣ ହୋଇଥିଲେ ହେଁ ଏହାକୁ ନିୟନ୍ତ୍ରିତ କରାଯାଇ ପାରୁନି ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୬୦ କୋଟି,୨୦୫୦ ସୁଦ୍ଧା ୯୮୦ କୋଟି ଏବଂ ୨୧୦୦ ସୁଦ୍ଧା ୧୧୨୦ କୋଟିରେ ପହଂଚିବ। ବିଶ୍ୱ ଜନସଂଖ୍ୟର ଏବେ ୫୦. ପ୍ରତିଶତ ପୁରୁଷ ଏବଂ ୪୯. ପ୍ରତିଶତ ମହିଳା ଥିବା ଜଣାଯାଇଛି ଲିଙ୍ଗଗତ ସମାନତା ମହିଳା ସ୍ୱାସ୍ଥ୍ୟ ଏବେ କେତେକ ଦେଶ ପାଇଁ ପ୍ରମୁଖ ଚିନ୍ତାର କାରଣ ହୋଇଛି   

11/07/2019

Leave a Reply

Your email address will not be published. Required fields are marked *

Comments