Bikash Khabar
ଉତ୍ପାଦନ କମିବ, ଦରଦାମ ବଢିବ-ଜଳବାୟୁ ପରିବର୍ତ୍ତନକୁ ନେଇ ଏମିତି ପୂର୍ବାନୁମାନ କରିଛି ଜାତିସଙ୍ଘ

 ଦରଦାମ କମିବା ବଢିବା ମୁଖ୍ୟତ ପାଣିପାଗ ସହ ଜଡିତ ଶସ୍ୟକୁ ସୁହାଇଲା ଭଳି ଯଦି ଜଳବାୟୁ ରୁହେ ତେବେ ଉତ୍ପାଦନ ହ୍ରାସ ପାଇବ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ  ଜଳ ସଙ୍କଟ ଯୋଗୁଁ ଉତ୍ପାଦନ କମୁଛି ସେପଟେ ଜନସଂଖ୍ୟା ବଢ଼ିବାରେ ଲାଗିଛି ଫଳରେ ଚାହିଦା ଅନୁଯାୟୀ ଯୋଗାଣ ହେଉନଥିବାରୁ ମୁଦ୍ରୀସ୍ପୀତି ହାର ବୃଦ୍ଧି ପାଉଛି ଏଭଳି ଦୃଶ୍ୟପଟ୍ଟରେ ଜାତିସଂଘ ପକ୍ଷରୁ ଉତ୍ପାଦନ ହ୍ରାସ ଦରଦାମ ବୃଦ୍ଧି କୁ ନେଇ ପୂର୍ବାନୁମାନ କରାଯାଇଛି ଋତୁ ପରିବର୍ତ୍ତନର ପ୍ରଭାବକୁ ନେଇ ୟୁଏନ ଏନେଇ ୧୯୩ ଟି ଦେଶକୁ ରିପୋର୍ଟ ପଠାଇଛି ରିପୋର୍ଟ ଅନୁଯାୟୀ, ବିଶ୍ବ ତାପମାତ୍ରା୨ ଡିଗ୍ରୀ ସେଲସିୟସ ବଢିଲେ ଜଳ ସଙ୍କଟ ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରାୟ ୫୨ କୋଟି ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ହେଲେ କୃଷି ସ୍ଥିତିପରିବର୍ତ୍ତିତ ହେବ ଜମିର ମାନ ଦୁର୍ବଳ ହେବ ଫଳରେ ଶସ୍ୟର ପରିମାଣ ହ୍ରାସ ପାଇବା ସହ ଅର୍ଥନୀତି ରୁଗଣ ହେବ

03/08/2019

Leave a Reply

Your email address will not be published. Required fields are marked *

Comments