Bikash Khabar
ଛତିଶଗଡ଼ରେ ପ୍ରଥମ, ମାଓ ମୁକାବିଲା ପାଇଁ ନିୟୋଜିତ ହେଲେ ୩୦ ଜଣିଆ ମହିଳା କମାଣ୍ଡୋ

 ଛତିଶ ଗଡ଼ରେ ମାଓ ମୁକାବିଲା ପାଇଁ ଦଁତେଶ୍ୱରୀ ଲଢେ଼କେ ନାଁରେ ଏକ ୩୦ ଜଣିଆ ମହିଳା କମାଣ୍ଡୋ ବାହିନୀ ଙ୍କୁ ନିୟୋଜିତ କରାଯାଇଛି ପୁରୁଷ ପ୍ରତିଦ୍ବନ୍ଦୀ ଙ୍କୁ ସାମ୍ନା କରିବାରେ ଆମର ସାମର୍ଥ୍ୟ ରହିଛି ଆମେ ଉଚିତ ମୁକାବିଲା କରିପାରିବୁ ବୋଲି ଟିମ ଜଣେ ସଦସ୍ୟ କହିଛନ୍ତି ମହିଳା ଶଶକ୍ତିକରଣର ଏହା ହେଉଛି ଅଦ୍ୱିତୀୟ ଉଦାହରଣ ବୋଲି ବସ୍ତର ଆଇଜି ବିବେକାନନ୍ଦ ସିହ୍ନା କହିଛନ୍ତି ଦେଶରେ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ ଏନଡିଏସରକାର କ୍ଷମତାକୁ ଆସିବାପତ୍ରଠାରୁ ଦେଶରେ ମାଓବାଦୀଙ୍କ ନିୟନ୍ତ୍ରଣ ଦମନ ପାଇଁ ଅନେକ ପ୍ରୟାସ ନିଆଯାଇଛି ନିକଟରେ ଛତିଶଗଡ଼ ପୋଲିସ ପ୍ରଥମଥର ପାଇଁ ଆଣ୍ଟି ନକ୍ସଲ ଫୋର୍ସ ପ୍ରମୁଖ ଭାଗରେ ମହିଳାଙ୍କୁ ସ୍ଥାନ ଦେଇଛି।ଏହି ୩୦ ଜଣିଆ ମହିଳା କମାଣ୍ଡୋ ଡିଏସ୍ପି ଦିନେଶ୍ୱରୀ ନନ୍ଦ ଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ନେଉଥିବା ଜଣାଯାଇଛି 

13/05/2019

Leave a Reply

Your email address will not be published. Required fields are marked *

Comments