Bikash Khabar
ଏଣିକି ଏନ୍‌ଡିଆର୍‌ଏଫ୍‌ରେ ନିୟୋଜିତ ହେବେ ମହିଳା ଯବାନ: ଡିଜି

 ଏଣିକି ଏନ୍ଡିଆର୍ଏଫ୍ରେ ମହିଳା ଯବାନ ନିୟୋଜିତ ହେବେ। ଏନ୍ଡିଆର୍ଏଫ୍ଡିଜି ସତ୍ୟନାରାୟଣ ପ୍ରଧାନ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି, ପ୍ରତି ଏନ୍ଡିଆର୍ଏଫ୍ବାଟାଲିୟନ୍ରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍ରହିବ। ପ୍ରତି ୟୁନିଟ୍ରେ ପ୍ରାୟ ୧୩୨ ମହିଳା ଯବାନ ଅଧିକାରୀ ରହିବେ ବୋଲି ସେ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଏବେ ମହିଳାମାନେ ସେନାର ଅଧିକାରୀ ଭାବେ ଯୋଗଦେଇ ସଫଳତା ହାସଲ କରିଥିବା ବେଳେ ମହିଳା ସଶକ୍ତିକରଣ ଦିଗରେ ଭାରତୀୟ ସେନା ନିଜର ପ୍ରୟାସ ଜାରି ରଖିଛି ଏବେ ଏନଡ଼ିଆରଏଫ ରେ ମହିଳା ଯବାନ ନିୟୋଜିତ ହେଲେ ବିପର୍ଯ୍ୟର ସାମ୍ନା କରୁଥିବା ମହିଳା ଦୁର୍ଗତ ଙ୍କୁ ଉଦ୍ଧାର ଦିଗରେ ସଫଳତା ମିଳିବ

11/03/2020

Leave a Reply

Your email address will not be published. Required fields are marked *

Comments