Bikash Khabar
ଫୁଡ ଡେଲିଭରି କମ୍ପାନୀ ଜୋମାଟୋ ପରଷିବ ଘରୋଇ ଖାଦ୍ୟ

ଫୁଡ଼୍ଡେଲିଭରି କମ୍ପାନୀ  ଜୋମାଟୋ ଖୁବଶୀଘ୍ର ଘର ତିଆରି ଖାଦ୍ୟ  ତାର ଉପଭୋକ୍ତାମାନଙ୍କୁ ଯୋଗାଇବାକୁ ଯାଉଛି ଏବେ ଉପଭୋକ୍ତାମାନେ ଅନଲାଇନ ମାଧ୍ୟମରେ ହୋଟେଲ ଖାଇବା ନୁହେଁ କମତେଲ,ମସଲା ଯୁକ୍ତ ଘରୋଇ ଖାଦ୍ୟ  ଖାଇବା ମଗାଇ ପାରିବେ ଏଥିରେ ବୟସ ହିସାବରେ ଟିଫିନ୍ସେବା ମିଳିପାରିବ ବିଶେଷ କରି ଛାତ୍ରଛାତ୍ରୀ ଚାକିରିଆ ଲୋକଙ୍କ ପାଇଁ ଏହି ସେବା ବିଶେଷ ଫଳପ୍ରଦ ହେବ। ନିକଟରେ ଜୋମାଟୋ ପକ୍ଷରୁ ଏକ ଟୁଇଟ୍କରାଯାଇଥିଲା ଟୁଇଟରେ ଉଲ୍ଲେଖ କରାଯାଇଥିଲା ଯେ, ବେଳେ ବେଳେ ଆମ ମାନଙ୍କୁ ଘର ଖାଇବା ମନେ ପଡେ, ଏହା ଖାଇବା ମଧ୍ୟ ଦରକାର ଏହି ଟୁଇଟ୍ପରେ କମ୍ପାନୀର ସିଇଓ ଦିପିନ୍ଦର ଗୋଏଲ ଟୁଇଟ୍କରିଥିଲେ ଯେ, ଏହି ଟୁଇଟ୍ କିଏ କରିଛି? ଟୁଇଟ୍ଭଲ ଥିଲା ବର୍ତ୍ତମାନ ଜୋମାଟୋର ପ୍ରତିଦ୍ୱନ୍ଦ୍ୱୀ ସ୍ୱିଗିି ଗୁରୁଗ୍ରାମରେ ଏକ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ନିଜର ନୂଆ ଆପ୍ମାଧ୍ୟରେ ଟିଫିନ୍ସେବା ଏବଂ ଘର ତିଆରି ଖାଇବା ସୁବିଧା ଯୋଗାଇଆସୁଛି, ତେଣୁ ଜୋମାଟୋର ଏହି ଟୁଇଟ୍ପରେ ଆଶା କରାଯାଉଛି ଯେ, ଖୁବଶୀଘ୍ର ଜୋମାଟୋ ମଧ୍ୟ ଏହି ସେବା ଆରମ୍ଭ କରିବ

10/07/2019

Leave a Reply

Your email address will not be published. Required fields are marked *

Comments