Bikash Khabar
ଜନରାଜ୍ୟ ଦିବସ : ମୁଖ୍ୟମନ୍ତ୍ରୀ କହିଲେ ବିକାଶ କ୍ଷେତ୍ରରେ ଆମେ ଆଗୁଆ

 କଟକ, ଜାନୁଆରୀ ୨୬ : ସାରା ଦେଶ ଆଜି ପାଳୁଛି ୬୯ତମ ଜନରାଜ୍ୟ ଦିବସ । ସ୍ଥାନୀୟ ବାରବାଟି ଷ୍ଟାଡ଼ିୟମ୍ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତକା ଉତ୍ତେଳନ କରି ପରେଡ୍ କୁ ଅଭିବାଦନ ଜଣାଇଥିଲେ । ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିକାଶ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ସହ ସମକକ୍ଷ । ଓଡ଼ିଶାର ଅଭିବୃଦ୍ଧି ଦେଶର ଅଭିବୃଦ୍ଧି ଠାରୁ ଅଧିକ ଏବଂ କଲ୍ୟାଣମୂଳକ କାମ କରିବାରେ ଆମେ ଆଦର୍ଶ ହୋଇଛୁ । ମହିଳାଙ୍କ ବିକାଶ ପାଇଁ ଆମ ସରକାର କାମ କରୁଛନ୍ତି । ସେପଟେ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ ପରେଡ୍ ସ୍ଥଳ ଚିତାକର୍ଷକ ପ୍ରଦର୍ଶନୀରେ ମୁଖରିତ ହୋଇଛି । ରାଜ୍ୟପାଳ ଏସ୍ ସି ଜମିର ମିଳିତ ପରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ ।  

26/01/2018

Leave a Reply

Your email address will not be published. Required fields are marked *

Comments