Bikash Khabar
ବାଲୁକା କଳାରେ ଗାନ୍ଧୀଜିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ

 ପୁରୀ, ଜାନୁଆରୀ ୩୦ : ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରଧାନ ଦିବସ । ୧୯୪୮ ମସିହା ଆଜିର ଦିନରେ ବାପୁଙ୍କ ମହାପ୍ରୟାଣ ଘଟିଥିଲା । ସାରା ଦେଶ ଆଜି ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟ ରାଜଘାଟକୁ ଯାଇ ଗାନ୍ଧୀଙ୍କ ସମାଧି ପୀଠରେ ପୁଷ୍ପ ପ୍ରଦାନ କରିଛନ୍ତି । ନିଆରା ଭାବେ ଶ୍ରଦ୍ଧାଞ୍ଜଳି ବାଢିଛନ୍ତି ଓଡ଼ିଶାର ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଗାନ୍ଧୀଙ୍କ ୭୦ତମ ତିରଧାନ ଦିବସ ଅବସରରେ ସେ ବାଲୁକା କଳାରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

30/01/2018

Leave a Reply

Your email address will not be published. Required fields are marked *

Comments