Bikash Khabar
ବିଶ୍ୱର ଟପ ପ୍ରଭାବଶାଳୀ ସିଇଓ ଙ୍କ ମଧ୍ୟରେ ୧୦ ଭାରତୀୟ

ବିଶ୍ୱର ଟପ ପ୍ରଭାବଶାଳୀ ସିଇଓ ଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ୧୦ ଭାରତୀୟ ଟପ ଜଣଙ୍କ ମଧ୍ୟରେ ଆର୍ସଲମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଥିବା ଜଣାଯାଇଛି।ବିଶ୍ୱର ଏହି ନାମୀ ପ୍ରଭାବୀ ସିଇଓ ଙ୍କ ମଧ୍ୟରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ,ଆଇଓସି ଅଧ୍ୟକ୍ଷ ସଂଜୀବ ସିଂ,ଏବଂ ଓଏନଜିସି ପ୍ରମୁଖ ଶଶି ଶଙ୍କର ସାମିଲ ହୋଇଛନ୍ତି। ସିଇଓ ୱାର୍ଲଡ ପତ୍ରିକା ୨୦୧୯ ରେ ବିଶ୍ୱର ସବୁଠୁ ଅଧିକ କ୍ଷମତାଶାଳୀ ପ୍ରଭାବୀ ୧୨୨ ଜଣିଆ ସିଇଓ ଙ୍କ ଶୁଚି ଜାରି କରିଛନ୍ତି ଏହି ତାଲିକାରେ ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ,ଟିସିଏସ   ସିଇଓ ରାଜେଶ ଗୋପିନାଥନ, ବିପିସିଏଲ ଅଧ୍ୟକ୍ଷ ଦି ରାଜକୁମାର ଙ୍କ ନାମ ରହିଛି

02/08/2019

Leave a Reply

Your email address will not be published. Required fields are marked *

Comments