Bikash Khabar
ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଗାଡ଼ି ଚାଳକଙ୍କ ପାଖରେ ନାହିଁ ଡ୍ରାଇଭି˚ ଲାଇସେନ୍ସ

ରାଜ୍ୟରେ  ମୋଟ ଲକ୍ଷ ୩୫ ହଜାର ଗାଡ଼ି ଚାଳକଙ୍କର ଡ୍ରାଇଭି˚ ଲାଇସେନ୍ସ(ଡିଏଲ୍‌) ନାହିଁ। ଏସବୁ ସତ୍ୱେ ସେମାନେ ବେଧଡକ ଗାଡି ଚାଳନା କରି ଆସୁଥିଲେ।ସ˚ଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ଚାଳକମାନେ ଆରଟିଓରେ ଲର୍ଣ୍ଣି˚ ଲାଇସେନ୍ସ (ଏଲ୍ଏଲ୍‌) ପାଇଁ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ତାଲିକାରେ ଭୁବନେଶ୍ବର- ଆରଟିଓରେ ସର୍ବାଧିକ ୧୨ ହଜାର ଚାଳକ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଆସନ୍ତା ମାସ ମଧ୍ୟରେ ଗାଡ଼ିର କାଗଜପତ୍ର ଠିକ୍କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟ ଦେଇଥିବାରୁ ଲର୍ଣ୍ଣି˚ ଲାଇସେନ୍ସ ଆବେଦନକାରୀଙ୍କ ˚ଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଥିବା ପରିବହନ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ପରିବହନ କମିସନଙ୍କ କାର୍ଯ୍ୟାଳୟର ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୩ ଲକ୍ଷ ଗାଡ଼ି ଚାଳକ ଡ୍ରାଇଭି˚ ଲାଇସେନ୍ସ ପାଇଛନ୍ତି। କିନ୍ତୁ ଏମାନଙ୍କୁ ବାଦ୍ଦେଲେ ଲକ୍ଷାଧିକ ଚକିଆରୁ ଆରମ୍ଭ କରି ଦଶ ଚକିଆ ଯାନ ଚାଳକ ବିନା ଡିଏଲ୍ରେ ରାଜ୍ୟ ଜାତୀୟ ରାଜପଥରେ ଗାଡ଼ି ଚଳାଉଛନ୍ତି। ସେପ୍ଟେମ୍ବର ତାରିଖରୁ ˚ଶୋଧିତ ମୋଟର ଯାନା ଆଇନ ଲାଗୁ ହେବା ପରଠାରୁ ରାଜ୍ୟର ୩୫ଟି ଆରଟିଓ ଏବ˚ ୩ଟି ଏଆରଟିଓର ତଥ୍ୟ ମୁତାବକ ଭୁବନେଶ୍ବର-୧ରେ ସର୍ବାଧିକ ୧୨ ହଜାର ଚାଳକ ଲର୍ଣ୍ଣି˚ ଲାଇସେନ୍ସ(ଏଲ୍ଏଲ୍‌) ପାଇଁ ଆବେଦନ କରିଛନ୍ତି। ଭୁବନେଶ୍ବର-୨ରେ ହଜାର, ଖୋର୍ଧାରେ ହଜାର, କଟକରେ ହଜାର, ପୁରୀରେ ହଜାର, ବାଲେଶ୍ବରରେ ହଜାର, ଗଞ୍ଜାମରେ ହଜାର, ଯାଜପୁରରେ ହଜାର ଚାଳକ ଏଲ୍ଏଲ୍ପାଇଁ ଆବେଦନ କରିଛନ୍ତି। ଅବଶିଷ୍ଟ ଆରଟିଓ/ଏଆରଟିଓରେ ଆବେଦନକାରୀଙ୍କ ˚ଖ୍ୟା ହଜାରରୁ କମ୍ଥିବା କୁହାଯାଉଛି। ସେପ୍ଟେମ୍ବର ତାରିଖ ପୂର୍ବରୁ କଟକ ଆରଟିଓରେ ଦୈନକ ହାରାହାରି ୧୪୭ ଜଣ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବେଳେ ଏବେ ˚ଖ୍ୟା ୪୪୦ରେ ପହଞ୍ଚିଛି।

17/09/2019

Leave a Reply

Your email address will not be published. Required fields are marked *

Comments