Bikash Khabar
ଚାଲିଛି ଭୋଟ ଗଣତି :ପ୍ରଥମ ଥର ପାଇଁ ଷ୍ଟକ୍ ମାର୍କେଟରେ 43 ହଜାର ମାର୍କ ଅତିକ୍ରମ କଲା ସେନ୍ସେକ୍ସ

ବିହାର ବିଧାନସଭା ସମେତ ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ,ଗୁଜୁରାଟ ଓଡିଶା ଭଳି ରାଜ୍ୟରେ ଉପ-ନିର୍ବାଚନର ଗଣନା ଚାଲିଛି। ଏହି ସମୟ ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟ୍ ରେ  ରେକର୍ଡ ବୃଦ୍ଧି ଆରମ୍ଭ ହୋଇଛି ବିଏସସି  ସେନସେକ୍ସ ଇତିହାସରେ ପ୍ରଥମ ଥର ପାଇଁ ୪୩  ହଜାର ମାର୍କ ଅତିକ୍ରମ କରିଛି ସକାଳ ପ୍ରାୟ ୧୦.୪୩  ରେ, ସେନ୍ସେକ୍ସ ୪୩  ହଜାର ମାର୍କ ଅତିକ୍ରମ କରିଛି ସେନ୍ସେକ୍ସ ସକାଳ ପ୍ରାୟ ୧୧  ଟା ୪୩ ,୧୧.୧୧ ରେ ନୂଆ ଉଚ୍ଚତା କୁ ଯାଇଛି

10/11/2020

Leave a Reply

Your email address will not be published. Required fields are marked *

Comments