Bikash Khabar
ରାଜ୍ୟରେ ୭୭.୩ ପ୍ରତିଶତ ସାକ୍ଷର,କିନ୍ତୁ ୩୧.୪ ପ୍ରତିଶତ ଶିକ୍ଷିତ

ଜାତୀୟ ସାକ୍ଷରତା ହାର ଠାରୁ ମାତ୍ର . ପ୍ରତିଶତ କମରେ ଥିବା ଓଡ଼ିଶାରେ  ଶିକ୍ଷିତ ଙ୍କ ସଂଖ୍ୟାରେ ଏବେ ବି ଉନ୍ନତି ଅଣାଯାଇ ପାରୁନାହିଁ ଓଡ଼ିଶାରେ ସାକ୍ଷରତା  ହାର ୭୭. ପ୍ରତିଶତ ଥିବା ବେଳେ ମାତ୍ର ୩୧. ପ୍ରତିଶତ ଶିକ୍ଷିତ ଥିବା ସଦ୍ୟ ପ୍ରକାଶିତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ଆମ ଦେଶରେ ଏବେ ମୋଟ ସାକ୍ଷରତା ହାର ୭୭. ପ୍ରତିଶତ ଜାତୀୟ ହାର ତୁଳନାରେ . ପ୍ରତିଶତ କମ ଥିବା ବେଳେ ପୁରୁଷ ନାରୀ ଶିକ୍ଷା ମଧ୍ୟରେ ମଧ୍ୟ ୧୪ ପ୍ରତିଶତ ଉଣା ଅଧିକ ରହିଛି ପୁରୁଷ ସାକ୍ଷରତା ହାର ରାଜ୍ୟରେ ୮୪ ପ୍ରତିଶତ ଥିବା ବେଳେ ସାକ୍ଷରତା ହାର ୭୦. ପ୍ରତିଶତ ରହିଛି

08/09/2020

Leave a Reply

Your email address will not be published. Required fields are marked *

Comments