Bikash Khabar
୮ ପର୍ଯ୍ୟଟନ ସ୍ଥଳୀ ରେ ନିର୍ମାଣ ହେବ ଟୁରିଷ୍ଟ ସେଲ

ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ସ୍ୱତନ୍ତ୍ର ଭାବେ ଟୁରିଷ୍ଟ ସେଲ ନିର୍ମାଣ ହେବ ରାଜ୍ୟ ପର୍ଯ୍ୟଟନ ବିଭାଗ ଦିଗରେ ଆବଶ୍ୟକୀୟ ପ୍ରକ୍ରିୟା ଗ୍ରହଣ କରିଛି ପ୍ରଥମ ପର୍ଯ୍ୟାୟରେ ଟି ଜାଗାରେ ଏହା କରାଯିବ ଲାଗି ନିଷ୍ପତ୍ତି ହୋଇଛି ଉକ୍ତ ସେଲ ରେ ଟୁରିଷ୍ଟ ପୋଲିସ ରହିବ ସହ ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା ପର୍ଯ୍ୟଟନ ସ୍ଥଳୀ ସୁରକ୍ଷା ଯୋଗାଇଦେବା ଦିଗରେ ସେମାନେ କାମ କରିବେ ପ୍ରତି ସେଲ ରେ ରୁ ଜଣ ଟୁରିଷ୍ଟ ପୋଲିସ ରହିବେ। ପୁରୀର ସମୁଦ୍ର ବେଳାଭୂମି,କୋଣାର୍କର ଚନ୍ଦ୍ରଭାଗା,ବାଲେଶ୍ୱର ଚାନ୍ଦିପୁର,ବ୍ରହ୍ମପୁର ଗୋପାଳପୁର,ପୁରୀ ସାତପଡ଼ା,ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର,ନନ୍ଦନ କାନନ, ଧଉଳି ଅଞ୍ଚଳରେ ଏହି ଟୁରିଷ୍ଟ ସେଲ ଆରମ୍ଭ ହେବ ପର୍ଯ୍ୟଟନ ପୋଲିସ ପର୍ଯ୍ୟଟକ ମାନଙ୍କୁ ଉତ୍ତମ ବ୍ୟବହାର ପର୍ୟଟନ ସ୍ଥଳୀର ସୁରକ୍ଷା ଦିଗରେ ତାଲିମ ପ୍ରଦାନ କରାଯାଇଛି ପର୍ଯ୍ୟଟକ ମାନେ ଏହି ସ୍ଥଳୀ ଗୁଡିକ ରେ ଯଦି କିଛି ସମସ୍ୟାରେ ପଡନ୍ତି ତେବେ ଏହି ସେଲ ପରାମର୍ଶ ଅଭିଯୋଗ କରିପାରିବେ ଟୁରିଷ୍ଟ ସେଲ ଯଦି ଅଭିଯୋଗ ଗୁଡିକର ସମାଧାନ କରି ପାରେ ତେବେ ଏହାର ଅଧିନସ୍ଥ ପୋଲିସ ଥାନା କୁ ଜଣାଇବେ

09/08/2019

Leave a Reply

Your email address will not be published. Required fields are marked *

Comments