Bikash Khabar
ଏସିଆନ୍ ଅଫ୍ ଦି ଇୟର’ରେ ସ୍ଥାନ ପାଇଲେ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା

କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ସିଙ୍ଗାପୁରର ଅଗ୍ରଣୀ ଦୈନିକ ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଦ୍ୱାରା ପ୍ରକାଶିତ ଏସିଆନ୍ ଅଫ୍ ଦି ଇୟରରେ ଜଣଙ୍କ ମଧ୍ୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ସାମିଲ୍ହୋଇଛନ୍ତି ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ସହିତ କୋଭିଡ୍‌-୧୯ ଟିକା କୋଭିଡଶିଲ୍ଡତିଆରି କରିବାରେ ସହଯୋଗ କରିଛି ଏବଂ ଭାରତରେ ପରୀକ୍ଷା ଚାଲିଛି ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ରେ ଟୀକା ଅଗ୍ରଗତି ବୁଝିଥିଲେ 

06/12/2020

Leave a Reply

Your email address will not be published. Required fields are marked *

Comments