Bikash Khabar
ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍‌

କିଛି ଦିନର ବ୍ୟବଧାନ ପରେ ପୁଣି ସିବିଆଇ ରିଟର୍ଣ୍ଣର୍ସ ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇ ଟିମ୍ ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ସିବିଆଇ ଟିମ୍ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡିଛି ସିବିଆଇର ୭ଜଣିଆ ଟିମ୍ପକ୍ଷରୁ ଛାନ୍ଭିନ୍ଜାରି ରହିଛି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍ପହଞ୍ଚି ଛାନ୍ଭିନ୍ଜାରି ରଖିଛି ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ଦେବୀ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି ଦେବୀ ମିଶ୍ରଙ୍କ ଏକ ନମ୍ବର ସ୍ଥିତ ସରକାରୀ ବାସଭବନରେ, ଆଠଗଡ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ରେଡ୍ ଜାରି ରହିଛି କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ଆରମ୍ଭ ହୋଇଛି ରାଜ୍ୟରେ ଚିଟ୍ଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ସିବିଆଇ ପୂର୍ବରୁ ଅନେକ ମନ୍ତ୍ରୀ ପୂର୍ବତନ ମନ୍ତ୍ରୀ , ବିଧାୟକ , ଅଫିସର, ପୂର୍ବତନ ଅଫିସର ଆଦି ଅନେକ ଲୋକଙ୍କ ଘରେ ରେଡ୍କରାଯାଇଥିଲା ସି-ସୋର ସମେତ ଅନେକ ଚିଟ୍ଫଣ୍ଟ ଲିଙ୍କ ମାମଲାରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ସି-ସୋର ଗ୍ରୁପ ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ଯାହାର ତଦନ୍ତ ୨୦୧୪ ମସିହାରୁ ଏହି ଠକେଇ ମାମଲାରେ ତଦନ୍ତ କରୁଛି ସିବିଆଇ

18/09/2020

Leave a Reply

Your email address will not be published. Required fields are marked *

Comments