Bikash Khabar
କ୍ୟାପିଟାଲ ହସ୍ପିଟାଲ ରେ ମାଗଣା ମିଳିବ ଏମାରଆଇ ପରୀକ୍ଷା ସୁବିଧା

ଏଣିକି ରୋଗୀଙ୍କୁ ଆଉ ଏମାରଆଇ ପରୀକ୍ଷା ପାଇଁ ଘରୋଇ ହସପିଟାଲରେ ଚକ୍କର କାଟିବାକୁ ପଡ଼ିବନି ବେସରକାରୀ ହସ୍ପିଟାଲରେ  ଧାଡିରେ ଛିଡା ହେବାକୁ ପଡିବ ନାହିଁ କି ଅଧିକ  ଅର୍ଥ  ଗଣିବାକୁ ପଡିବ ନାହିଁ  ଏବେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଏଣିକି ମାଗଣାରେ ମିଳିବ ଏହି ପରୀକ୍ଷା  ସେବା ଦୀର୍ଘ ଦିନ ଧରି କ୍ୟାପିଟାଲ ହସ୍ପିଟାଲ ପାଇଁ ଯେଉଁ ଦାବି ହୋଇ ଆସୁଥିଲା ତାକୁ ରାଜ୍ୟ ସରକାର ପୁରଣ କରିଛନ୍ତି ପ୍ରାୟ   କୋଟି ଟଙ୍କା ବ୍ୟୟରେ ନୂଆ ଏମାରଆଇ  ମେସିନ କୁ  କ୍ୟାପିଟାଲ ହସ୍ପିଟାଲରେ ସ୍ଥାପନ କରାଯାଇଛି ବେଙ୍ଗାଲୁରୁ ସଂସ୍ଥା ମଣିପାଲ୍ ହେଲ୍ଥ ମେପକୁ ଏହାର ପରିଚାଳନା ଦାଯିତ୍ୱ ଦିଆଯାଇଛି ଆଗାମୀ  ଦଶ ବର୍ଷ ପାଇଁ  ଏମଓୟୁ ସ୍ୱାକ୍ଷରିତ ହୋଇଛି   ରାଜ୍ୟ ସରକାରଙ୍କ ନିଦାନ ଯୋଜନାରେ ଲୋକଙ୍କୁ ଏହି ମାଗଣା ସେବା ଯୋଗାଇ ଦିଆଯିବ 

27/11/2020

Leave a Reply

Your email address will not be published. Required fields are marked *

Comments